ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତେନ୍ତୁଳିଖୁଣ୍ଟି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର: ସରକାରୀ ଗାଡି ରଖିବା ଷ୍ଟଲ ରେ ବେସରକାରୀ ଗାଡି ଭର୍ତ୍ତି , ସରକାରୀ ଗାଡି ବାହାରେ

ତେନ୍ତୁଳିଖୁଣ୍ଟି ୧୨/୦୧/୨୩-ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ସ୍ବାସ୍ଥ୍ୟ ମେଡ଼ିକାଲ ରେ ସରକାର ଯୋଗେଇ ଥିବା ଶବ ବାହକ,ଆମୁଲାନ୍ସ, 102 ଆମୁଲାନ୍ସ,ଗାଡ଼ିଗୁଡ଼ାକ ଷ୍ଟଲ ବାହାରେ ରହୁଥିବାରୁ  ରୋଗୀ ଧରି ଆସୁଥିବା ମଟର ସାଇକେଲ, ଅଟୋ ବହୁତ ଅସୁବିଧା ରେ  ପଡୁଥିବା ଜଣାପଡିଛି।ସେହି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର କର୍ମଚାରୀ ଙ୍କ ଗାଡ଼ିଗୁଡ଼ାକ ସରକାରୀ ଗାଡି ରଖିବା ଷ୍ଟଲ ରେ କର୍ମଚାରୀ ଙ୍କ ଗାଡି ସେହି ଭିତରେ ରହୁଥିବା ଦେଖିବାକୁ ମିଳୁଛି। ଯିବା ଆସିବା ରାସ୍ତାରେ ଗାଡି ରହୁଥିବା ରୁ ମେଡ଼ିକାଲ କୁ ଆସୁଥିବା ରୋଗୀ ସମ୍ପର୍କୀୟ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି।ଏହି ବିଷୟ ରେ ଉଚ୍ଚ କର୍ତ୍ତୃପକ୍ଷ ହସ୍ତକ୍ଷେପ କରିବାକୁ ଦାବି ହେଉଛି।

ଗୋବର୍ଦ୍ଧନ ସାହୁ , ତେନ୍ତୁଳିଖୁଣ୍ଟି

Related posts

ଉତ୍କଳ ଗୋପାଳ ଗଉଡ ସମାଜ ଜିଲ୍ଲା ମହିଳା ସଂଗଠନର ବୈଠକ , ଗଉଡ ସମାଜର ମହିଳାଙ୍କ ବିକାଶ ଚାହୁଁ : ଜିଲ୍ଲା ସଭାନେତ୍ରୀ

Sunil Chandra Nayak

କାଳୀ ପୂଜାରେ ସଂଗ୍ରାମ କେଶରୀ ପାତ୍ରଙ୍କ ଉପସ୍ଥିତିରେ ଉତ୍ସାହ — ଯୁବ ଆଇକନଙ୍କୁ ଦେଖି ମୁଗ୍ଧ ଯାଜପୁରବାସୀ

Sunil Chandra Nayak

ବାଲ୍ୟ ବିବାହ ମୁକ୍ତ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

Leave a Comment

error: Content is protected !!