ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମର୍ମନ୍ତୁତ ସଡ଼କ ଦୁର୍ଘଟଣା , ୧ ମୃତ

ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଅନ୍ତର୍ଗତ ବୁଢ଼ିବାହାଲ ଗାଁ ନିକଟରେ ମର୍ମନ୍ତୁତ ସଡ଼କ ଦୁର୍ଘଟଣା ଦେଖିବାକୁ ମିଳିଛି। ଗାଡି ଚାଲକ ଭାରସାମ୍ୟ ହରାଇ ଥିବା ଯୋଗୁ ପିକଅପ ଗାଡି ଓଲଟିଥିବା ବେଳେ ଜଣଙ୍କ ମୃତ୍ୟୁ ହୋଇଛି ଓ ୫ ଜଣ ଗୁରୁତର ଅଛନ୍ତି । ଗୁରୁତରଙ୍କୁ ଉଦ୍ଧାର କରି ସିନ୍ଧେକେଲା ଡାକ୍ତର ଖାନାରେ ଚିକିତ୍ସା କରାଯାଉଛି.। ସୂଚନା ଅନୁସାରେ ସିଲେଟପଡା ଗାଁକୁ ପିନ୍ଧାଣି କାର୍ଯ୍ୟରେ ଯୋଗ ଦେବାକୁ ପିକଅପ ଗାଡ଼ି ଯୋଗେ ବୁଢ଼ିପଦାର ଗାଁ ଦେଇ ଫେରୁଥିଲେ.। ଗାଁ ର ବୁଲାଣି ରେ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଛି ।. ଦୁର୍ଘଟଣା ପରେ ୬ ଜଣ ଗୁରୁତର ଥିବା ବେଳେ ଗମ୍ଭୀର ଚଣ୍ଡୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ବଲାଙ୍ଗିର ରୁ ଶରତ ଚନ୍ଦ୍ର ମିଶ୍ର ଙ୍କ ରିପୋର୍ଟ୍ 

Related posts

ଦିବ୍ୟଜୀବନ ସଙ୍ଘ ଖାତିଗୁଡା ଶାଖାର ବାର୍ଷିକ ଉତ୍ସବ

masiha

ରାୟଗଡା ଜିଲ୍ଲା ପ୍ରଶାସନ ପାଳିଲା ନୁଆଁଖାଇ ଭେଟଘାଟ – ୨୦୨୩

masiha

ଛାତ୍ର ଏକତା ସଂଘ ର ଉନ୍ନତି ପାଇଁ ପ୍ରତିଶ୍ରୁତି ବଦ୍ଧ 

Sunil Chandra Nayak

Leave a Comment

error: Content is protected !!