ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମର୍ମନ୍ତୁତ ସଡ଼କ ଦୁର୍ଘଟଣା , ୧ ମୃତ

ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଅନ୍ତର୍ଗତ ବୁଢ଼ିବାହାଲ ଗାଁ ନିକଟରେ ମର୍ମନ୍ତୁତ ସଡ଼କ ଦୁର୍ଘଟଣା ଦେଖିବାକୁ ମିଳିଛି। ଗାଡି ଚାଲକ ଭାରସାମ୍ୟ ହରାଇ ଥିବା ଯୋଗୁ ପିକଅପ ଗାଡି ଓଲଟିଥିବା ବେଳେ ଜଣଙ୍କ ମୃତ୍ୟୁ ହୋଇଛି ଓ ୫ ଜଣ ଗୁରୁତର ଅଛନ୍ତି । ଗୁରୁତରଙ୍କୁ ଉଦ୍ଧାର କରି ସିନ୍ଧେକେଲା ଡାକ୍ତର ଖାନାରେ ଚିକିତ୍ସା କରାଯାଉଛି.। ସୂଚନା ଅନୁସାରେ ସିଲେଟପଡା ଗାଁକୁ ପିନ୍ଧାଣି କାର୍ଯ୍ୟରେ ଯୋଗ ଦେବାକୁ ପିକଅପ ଗାଡ଼ି ଯୋଗେ ବୁଢ଼ିପଦାର ଗାଁ ଦେଇ ଫେରୁଥିଲେ.। ଗାଁ ର ବୁଲାଣି ରେ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଛି ।. ଦୁର୍ଘଟଣା ପରେ ୬ ଜଣ ଗୁରୁତର ଥିବା ବେଳେ ଗମ୍ଭୀର ଚଣ୍ଡୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ବଲାଙ୍ଗିର ରୁ ଶରତ ଚନ୍ଦ୍ର ମିଶ୍ର ଙ୍କ ରିପୋର୍ଟ୍ 

Related posts

ପାପଡାହାଣ୍ଡି ବ୍ଳକ ର ଜଟାବାଲ ଗ୍ରାମ ପଞ୍ଚାୟତରେ ବୁଟ ଚଣା ବିହନ ବଣ୍ଟନ 

masiha

ଇଫୁନା ଓ ଉଫୁନା ପକ୍ଷରୁ ଓଡ଼ିଶା ଦିବସ -୨୦୨୫ ପାଳିତ 

masiha

ରାଇରଙ୍ଗପୁର ପୌରପାଳିକା ତରଫରୁ ‘ ବିକାଶର ଧାରା, ଓଡ଼ିଶା ସାରା ‘କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!