ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁ ଥାନା ରେ ନୂତନ ଆଇଆଇସି ଙ୍କ ଯୋଗଦାନ

 ଡାବୁଗାଁ, ୧୩/୧ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ରେ ନୂତନ ଆଇଆଇସି ସୁନୀଲ କୁମାର ପ୍ରଧାନ ଶୁକ୍ରବାର ଯୋଗଦାନ କରିଛନ୍ତି । ସେ ପୂର୍ବରୁ ଗଞ୍ଜାମ ଜିଲା ର ଛାତ୍ରପୁର ଥାନାରେ ଆଇଆଇସି ଭାବେ କାର୍ଯ୍ୟ କରୁଥିଲେ । ଆଇନ ଶୃଙ୍ଖଳା ତଥା ପୋଲିସ ଓ ଜନତା ମଧ୍ୟରେ ସୌହାର୍ଦ୍ଧ୍ୟପୂର୍ଣ୍ଣ ସମ୍ପର୍କ ରଖି କାମ କରିବାକୁ ଅଗ୍ରାଧିକାର ଦେବେ ବୋଲି ସେ କହିଛନ୍ତି | ଡାବୁଗାଁ ଆଇଆଇସି ଭାବେ କାର୍ଯ୍ୟ କରୁଥିବା ପ୍ରମୋଦ କୁମାର ନାୟକଙ୍କ ରାଇଘର ଥାନାକୁ ବଦଳି ହୋଇଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଶିକ୍ଷକଙ୍କ ଠାରୁ ୯0 ହଜାର ଟଙ୍କା ଲୋଟି ନେଲେ ସାଇବର ଠକ

Sunil Chandra Nayak

ଖ୍ୟାତି ସମ୍ପନ୍ନ ସମାଜସେବୀ ଦୀପକ କୁମାର ଚୌଧୁରୀ

Sunil Chandra Nayak

ଯୁଡ଼ିଆରେ ହାତୀ ଉପଦ୍ରବରେ ଚାଷୀ ସର୍ବସ୍ବାନ୍ତ ; ଘର ଭାଙ୍ଗି ଧାନ,ଚାଉଳ ଖାଇ ଦେଲା ; ଚାଷୀ ମୁଣ୍ଡରେ ଚଡକ

masiha

Leave a Comment

error: Content is protected !!