ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ପୋଷଣ ମାହ ସପ୍ତାହ ପାଳନ 

କୋକସରା,୨୦/୧- କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଆନୁକୂଲ୍ୟରେ ଗୁରବାର ପୋଷଣ ମାହ ଅଭିଯାନ ସପ୍ତାହ ପାଳନ କରାଯାଇଛି। ଶିଶୁ ବିକାଶ ପ୍ରକଳ୍ପ ଅଧୀନରେ କାର୍ଯ୍ୟରତ ସେକ୍ଟର ସୁପର ଭାଇଜର, କର୍ମଚାରୀ, ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରର ଅଙ୍ଗନବାଡ଼ି କର୍ମି, ପାଚିକା ସହାୟିକା କର୍ମି ମାନେ ସ୍ଥାନୀୟ ବଜାର ପଡ଼ିଆ କଲ୍ୟାଣ ମଣ୍ଡପ ନିକଟରୁ ଏକତ୍ରିତ ହୋଇ ଏକ ଶୋଭାଯାତ୍ରାରେ ବାହାରି କୋକସରା ସହର ପରିକ୍ରମା କରିବା ସହ ପୋଷଣ ମାହ ସପ୍ତାହ ପାଳନ ଅବସରରେ ବାଲ୍ୟ ବିବାହ ବନ୍ଦ କରିବା, ଭୃଣହତ୍ୟା ରୋକିବାକୁ ଓ କିଶୋରି ବାଳିକାଙ୍କୁ ପୋଷଣ ଯୁକ୍ତ ଖାଦ୍ୟ ଦେବା ଓ ସେମାନଙ୍କ ଯତ୍ନ ନେବା ଉପରେ ଲୋକଙ୍କୁ ସଚେତନତା ସୃଷ୍ଟି କରିବା ସହ ବାର୍ତ୍ତା ଦେଇଛନ୍ତି।

ମସିହା ନିଉଜ ସର୍ଭିସ 

Related posts

ଜୟପାଟଣା ଠାରେ ନୂତନ ବରିଷ୍ଠ ଦେୱାନୀ ତଥା ସହକାରୀ ଦୌରା ଜଜ୍ ଙ୍କ ଅଦାଲତ ଉଦଘାଟିତ

କୃଷି ବିଭାଗର ସଂକଳ୍ପ ସପ୍ତାହ ରେ ସମୃଦ୍ଧି ଦିବସ ପାଳନ

masiha

ଓଡିଶା ପରିବହନ ବିଭାଗ ର ଅଜବ ନିତି, ନବରଙ୍ଗପୁର ମଟର ଚାଳକ ଙ୍କ ଚାଲାଣ କଟିଲା ବଲାଙ୍ଗୀର ରେ 

Leave a Comment

error: Content is protected !!