ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୭୪ ତମ ସାଧାରଣତନ୍ତ୍ର ଦିବସ ପାଳନ

ଚିଲିଗୁଡା ( ମ ନି ସ)  ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚିଲିଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମୁଣ୍ଡରା ଗୁଡା ସରପଞ୍ଚ ତାରା ଶଙ୍କର ରାୟଗୁରୁ ପତାକା ଉତ୍ତୋଳନ କରି ଛାତ୍ର ଛାତ୍ରୀ ମାନଙ୍କୁ ମାର୍ଗଦର୍ଶନ କରିଥିଲେ ।ଏଥିରେ ବରିଷ୍ଠ ଶିକ୍ଷାବିତ ସୀତାକାନ୍ତ ବାରିକ ,ସମିତି ସଭ୍ୟ ଖଲିଲ ନ।ଏକ ,ସାମ୍ବାଦିକ ସୁନ୍ଦର ମୋହନ ଛତ୍ରିଆ ,ସ୍କୁଲ ଶିକ୍ଷା କମିଟି ସଭାପତି ଜୟରାମ ରଣା ,ଯୁବ ନେତା ଅଶୋକ ନ।ଏକ ,ରାଧେ ଶ୍ୟାମ ନାଗ ,ଅଦଳ ନିଆଲ ପ୍ରମୁଖ ଉପସ୍ଥିତ ରହି ସ।ଧାରଣ ତନ୍ତ୍ର ଦିବସ ପାଳନ ସମ୍ପର୍କରେ ଛାତ୍ର ଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ ।ଏଥିରେ ବିଦ୍ୟଳୟର ପ୍ରଧାନ ଶିକ୍ଷକ ପରମେଶ୍ୱର ମାଝି ,ସହକାରୀ ଶିକ୍ଷକ ଡୁ ଲେଶ୍ୱର କୁମାର ,ପ୍ରତାପ ମଳିକ ,ଦୁର୍ବାସ। ପଟେଲ ,ଶାନ୍ତନୁ ରାଉତ ପ୍ରମୁଖ ଉପସ୍ଥିତ ରହି ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସ।ହିତ କରିଥିଲେ ।ସେହିପରି ଚିଲିଗୁଡା ବୀର ଚହରିଆ ସାଂସ୍କୃତିକ ଅନୁଷ୍ଠାନ ରେ ଅବସର ପ୍ରାପ୍ତ ଗ୍ରାମୀଣ ବ୍ୟାଙ୍କ ଶାଖା ପରିଚାଳକ ବୈକୁଣ୍ଠ ନ।ଏକ ପତାକା ଉତ୍ତୋଳନ କରିଥିବା ବେଳେ କାର୍ଯ୍ୟକ୍ରମ ରେ ଶ୍ରୀପତି ପଟେଲ ,ପ ଦୁ ନାଭ ନାଗ ,ମହେଶ୍ୱର ସାହୁ ,ବିକାଶ ନ।ଏକ ,ହେମନ୍ତ ପଟେଲ ପ୍ରମୁଖ ସହଯୋଗ କରିଥିଲେ ।ଚିଲିଗୁଡା ଫାଣ୍ଡିରେ ଫାଣ୍ଡି ଅଧିକାରୀ ବୈଷ୍ଣବ ନ।ଏକ ପତାକା ଉତ୍ତୋଳନ କରିଥିଲେ ।ଏବଂ ଏଥିରେ କନେଷ୍ଟବଳ ପୀତବାସ ଶବର ,ଖଗେଶ୍ୱର ପାନ ,ଗୃହରକ୍ଷି ଉଦ୍ଧବ ମାଝି ,କାର୍ତ୍ତିକ ନ।ଏକ , ତରୁଣ ନ।ଏକ ପ୍ରମୁଖ ଉପସ୍ଥିତ ରହି ଥିଲେ ।

ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ଦିବ୍ୟାଙ୍ଗ ହୋଇ ଜୀବନ ଯୋଦ୍ଧରେ ନ ହାରିବାର ପଣ 

masiha

ବର୍ଷୀୟାନ ବିଶିଷ୍ଟ ବ୍ୟବସାୟୀ ନିରଞ୍ଜନ ଲାଲ ଅଗ୍ରୱାଲ ଙ୍କ ପରଲୋକ 

masiha

ବି.ଜେ.ବି. ୭୪ର ସାଧାରଣ ଅଧିବେଶନ

Sunil Chandra Nayak

Leave a Comment

error: Content is protected !!