ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଣପୁର ଗମ୍ଭାରୀମୁଣ୍ଡା ପତିତପାବନ ବାଣୀମନ୍ଦିର ପୁରାତନ ଛାତ୍ର ଛାତ୍ରୀ ଙ୍କ ବନ୍ଧୁମିଳନ !!!

ବାଣପୁର:- ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଗମ୍ଭାରୀମୁଣ୍ଡା ପତିତପାବନ ବାଣୀମନ୍ଦିର ପୁରାତନ ଛାତ୍ର ଛାତ୍ରୀ ଙ୍କର ୧୯୯୪/ ୧୯୯୫ ମସିହା ବନ୍ଧୁମିଳନ ପାଳିତ ହୋଇଅଛି I ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ରେ ବିଦ୍ୟାଳୟର ବାଣପୁର ଅଞ୍ଚଳର ପ୍ରାୟ ପଚାଶରୁ ଉର୍ଦ୍ଧ ପୁରାତନ ଛାତ୍ର ଛାତ୍ରୀ ଗମ୍ଭାରୀମୁଣ୍ଡା ନିକଟସ୍ଥ ମା ଖିଲାମୁଣ୍ଡା ମନ୍ଦିର ଠାରେ ଯୋଗଦେଇଥିଲେ I ଉକ୍ତ ବନ୍ଧୁମିଳନରେ ନିଜ ନିଜର ପରିଚୟ ପ୍ରଦାନ କରିବା ସହିତ ସେମାନଙ୍କର ଅନୁଭୂତି ପ୍ରଦାନ କରିଥିଲେ। ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ପ୍ରାକ୍ତନ ଶିକ୍ଷକ ଶ୍ରୀ ଦୁର୍ଗା ଚରଣ ମହାରଣା, ଗୌରହରି ଦଳବେହେରା, କାଶୀନାଥ ଲେଙ୍କା, ଧନେଶ୍ୱର ଭୋଳ, ସୁରେଶ ସାମନ୍ତରାୟ ପ୍ରମୁଖ ଯୋଗଦେଇ ପିଲାମାନଙ୍କୁ ସ୍ନେହା ସିସ ପ୍ରଦାନ କରିଥିଲେ I ଏହି ବନ୍ଧୁମିଳନ ସମାରୋହକୁ ସମସ୍ତେ ଆନନ୍ଦର ସହ ଉପଭୋଗ କରିଥିଲେ I

ବାଣପୁର ରୁ ରାକେଶ ସାହୁଙ୍କ ରିପୋର୍ଟ ମସୀହା ନିୟୁଜ

Related posts

୮୦ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ନବରଙ୍ଗପୁର ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ମେଗା ରକ୍ତଦାନ ଶିବିର 

Sunil Chandra Nayak

ଆହାର ସେବା କେନ୍ଦ୍ରର ତୃତୀୟ ବାର୍ଷିକ ଉତ୍ସବ 

masiha

ଶିକ୍ଷକମାନଙ୍କ ବିଭିନ୍ନ ସମସ୍ୟା ଓ ଦାବି ନେଇ ଆଲୋଚନା

Sunil Chandra Nayak

Leave a Comment

error: Content is protected !!