ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସର୍ବ ଭାରତୀୟ ଏକଲ ଶିକ୍ଷ୍ୟା ଅଭିଯାନ

ରେଗଡା // ସ୍ୱାମୀ ବିବେକାନନ୍ଦ ଯେମିତି ଭାରତୀୟ ସଂସ୍କୃତି କୁ ସବୁବେଳେ କେବେହେଲେ ଭୁଲିନଥିଲେ ସେମିତି ସମସ୍ତଙ୍କୁ ପୁରାଣ ପଠନ ସହିତ ମା ବାପା ତଥା ଗୁରୁଜନ ମାନଙ୍କୁ ସମ୍ମାନ ରକ୍ଷା ପାଇଁ ଉଦବୋଧନ ଦେଇଥିଲେ | ଏହି କାର୍ଯ୍ୟକ୍ରମ ରେ ଅନେକ ଗୁରୁଜନ ଯୋଗଦାନ ଦେଇଥିଲେ ଯଥା, ଶ୍ରୀଯୁକ୍ତ ବଳଦେବ ରଣା, ଶ୍ରୀଯୁକ୍ତ କୌରବ ରଣା, ଶ୍ରୀଯୁକ୍ତ ଅରୁଣ ସାହୁ ଶ୍ରୀଯୁକ୍ତ ଲାଲୁ ଭୋଇ ମହୋଦୟ ସହ ଏକଲ ବିଦ୍ୟାଳୟ ର ଶିକ୍ଷକ ଶ୍ରୀଯୁକ୍ତ ଉତ୍କଳମଣୀ ରଣା ଯୋଗଦାନ ଦେଇଥିଲେ। ଛୋଟ ଛୁଆ ମାନଙ୍କର ବେଦ-ମନ୍ତ୍ର ପାଠ ଓ ମୂଳ ହିନ୍ଦୁତ୍ୱ ର ନୀତି ଶିକ୍ଷା ଦେଇ ଆଜି ଶ୍ରୀଯୁକ୍ତ ମୁରଲୀଧର ରଣା କଳାହାଣ୍ଡି ଜିଲ୍ଲା ର କର୍ଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ଭାବେ ସମସ୍ତ ଗାଁ କୁ ହିନ୍ଦୁତ୍ୱ ର ରୀତି ନୀତି ବଜାୟ ରକ୍ଷ୍ୟା କରିବା ପାଇଁ ଉଦବୋଧନ ଦେଇଥିଲେ |ଏଥିରେ ଯୋଗଦାନ କରିଥିବା ଛାତ୍ର ଛାତ୍ରୀମାନେ ହେଲେ ବାଗବୁରେଇ -ପ୍ରୀତିଛନ୍ଦା ସାହୁ ଚକ୍ରଧର ସାହୁ, ପୂଜା ସାହୁ , କାଣ୍ଡରେଇ – କୁମଦିନି ହରିଜନ , ଲକ୍ଷ୍ମୀ ସାହୁ, କଉସ୍ତାବା ସାହୁ , ଟିକେଶ୍ବରୀ ସାହୁ , ଯୋଗିପାଲା – ଶ୍ରୀୟା ରଣା, ମୀରା ରଣା ଙ୍କ ସମେତ ଅନେକ ଲୋକ ଉପସ୍ଥିତ ଥିଲେ। ବିଭିନ୍ନ ବିଦ୍ୟାଳୟରୁ ଆସିଥିବା କୁନି କୁନି ପିଲାମାନଙ୍କର ଅର୍ଦ୍ଧବାର୍ଷିକ ଉତ୍ସବ ଯୋଗୁ ସୁନ୍ଦର ଭାବେ ଗୀତ, ନାଚ ପରିଦର୍ଶନ କରିଥିଲେ | ପିଲାମାନଙ୍କ ତାଙ୍କର ପ୍ରତିଭା ପରିବେଷଣ  ଯୋଗୁ କାର୍ଯ୍ୟକ୍ରମ ଟି ଅତି ମନୋହର ହୋଇଥିଲା ।  

ଯୋଗିପଲା ରୁ ବବୃବାହାନ ରଣା ଙ୍କ ରିପୋର୍ଟ୍ 

Related posts

ତିଖିରି ସରପଞ୍ଚ ଚାମେଲି ଓଝାଙ୍କ ଉପରେ ହୋଇଥିବା ଆକ୍ରମଣକୁ ରାଜ୍ୟ ସରପଂଚ ସଂଗଠନର ବୈଠକରେ ନିନ୍ଦା

Sunil Chandra Nayak

ବିକାଶ ଆବାସିକ ବିଦ୍ୟାଳୟରେ ଗ୍ରାଣ୍ଡ ପେରେଣ୍ଟସ ଡେ ପାଳିତ

masiha

ସର୍ଗିଗୁଡ଼ା ଏବଂ କୁଚାଗାଁରେ ଉଦ୍ଘାଟିତ ହେଲା ସମବାୟ ସମିତି

Sunil Chandra Nayak

Leave a Comment

error: Content is protected !!