ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଇମାନୁଏଲ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ

ଚିଲିଗୁଡା ( ମ ନି ସ )  ଜୁନାଗଡ଼ ବ୍ଲକ ଅନ୍ତର୍ଗତ ବଣିଜରା ଗ୍ରାମ ପଞ୍ଚାୟତ ର କର୍ଲ।କୋଟ ଗ୍ରାମର ଇମାନୁଏଲ ପବ୍ଲିକ ସ୍କୁଲର ୨ୟ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।ଏହି ବାର୍ଷିକ ଉତ୍ସବ ପାଳନ ଅବସରରେ ବିଦ୍ୟଳୟର ପରିଚାଳକ ଉଦ୍ଧବ ପ୍ରଧାନ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ବିଦ୍ୟଳୟର ଅଧକ୍ଷ ଚିତ୍ରସେନ ମାଝି ଅଧକ୍ଷତା କରିଥିଲେ ।ଏଥିରେ ଜୁନାଗଡ଼ ବ୍ଲକ ଅଧକ୍ଷା ସବିତା ମେହେର ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସ।ହିତ କରିଥିଲେ ।ଏଥିରେ ସମ୍ମାନିତ ଅତିଥି ଭାବରେ ଜୁନାଗଡ଼ ଥାନା ଅଧିକାରୀ ଉତ୍ତମ କୁମାର ସାହୁ ,ଅବସର ସୈନିକ କୁଶ ମାଝି ଯୋଗ ଦାନ କରି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ । ସତ୍ୟସାଇ ନ।ଏକ ମଞ୍ଚ ପରିଚାଳନା କରିଥିବାବେଳେ ଶିକ୍ଷକ ଲୋକେନ୍ଦ୍ର ରାଉତ ,ଛବି ନ।ଏକ ,ରିଙ୍କୁ ମିଶ୍ର ,ସଚିବନ୍ତ ନାଗ ଏବଂ ଶିକ୍ଷୟତ୍ରୀ ସଂଗୀତା ନ।ଏକ ,ହୀରବତୀ କୁମାର ,ରଜନୀ ଦେବୀ ଏବଂ ସୁଜାତା ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହି ଥିଲେ ।ଏଥିରେ ଈଶ୍ୱର ପ୍ରଧାନ ,ଅଜୟ କୁମାର ଠାକୁର ,ର।କ୍ଷି ବାଗ ,ନନ୍ଦୁ ଦୁର୍ଗା ଏବଂ ର।ଜ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ ।କାର୍ଯ୍ୟକ୍ରମ ରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶିକ୍ଷକ ଲୋକେନ୍ଦ୍ର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ଚଳିତ ବର୍ଷ ତେନ୍ତୁଳିଖୁଣ୍ଟି ରେ 3600 କୁଇଣ୍ଟାଲ ମାଣ୍ଡିଆ କିଣିବାକୁ ଲକ୍ଷ୍ୟ

masiha

ନୂସାଡିହି ପଞ୍ଚାୟତ କାର୍ଯ୍ୟାଳୟରେ ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖା ମୁଖ୍ୟମନ୍ତ୍ରୀଙ୍କ ଆଭାଷୀ ମାଧ୍ୟମରେ ଉଦଘାଟିତ

masiha

ଚାରି ମାସ ପରେ ତେନ୍ତୁଳିଖୁଣ୍ଟି ତହସିଲ ପାଇଲା ନିୟମିତ ତହସିଲଦାର

masiha

Leave a Comment

error: Content is protected !!