ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମା ଭଗବତୀ ପୂଜକ ଦେହାନ୍ତ 

ମା ଭଗବତୀ ପୂଜକ ଦେହାନ୍ତ 

ବସ୍ତା୨୯।୪(ଆପ୍ର)ବସ୍ତା ବ୍ଳକ ମଥାନୀ ପଞ୍ଚାୟତ ପଣ୍ତରୁଙ୍ଗି ଗ୍ରାମରେଥିବା ମା ଭଗବତୀ ଠାକୁରାଣୀଙ୍କ ମୂଖ୍ଯ ପୂଜକ ପିତାମ୍ବରଦାସ(୯୬) ଗତୀକାଲି ବିଳମ୍ବିତ ରାତ୍ରୀରେ ମୃତ୍ଯୁବୋରଣ କରିଛନ୍ତି ।ସେଦୁଇଦିନଧରି ବାଲେଶ୍ବର ମୂଖ୍ଯଚିକିତ୍ସାଳୟରେ ଆଇସିୟୁ ରେ ଚିକିତ୍ସାଧିନ ଅବସ୍ଥାରେରାତ୍ରୀ ୨ଟାସମୟରେ ମୃତ୍ଯୁ ଘଟି ଥିଲେ । ସେଜଣେ ଆଧ୍ଯାତ୍ମିକ ଜ୍ଞାନୀ ଧର୍ମପରାୟଣ ଅଞ୍ଚଳରେ ପ୍ରତିଷ୍ଠିତ ବ୍ଯକ୍ତିଥିଲେ ।ତାଙ୍କ ମୃତ୍ଯୁ ସମୟରେ ପୁତ୍ର ରତିକାନ୍ତଦାସ ପୁତ୍ରବଧୁ ଅମ୍ବୀକା ଜ୍ବାଇଁ ବାଦଲ ଦାସ ଝିଅ ସଂଧ୍ଯାରାଣୀ ନାତୁଣୀ ସ୍ବୋମ୍ଯା ଉପସ୍ଥିତଥିଲେ ।ଖବର ପ୍ରଚାରୀତହେବାପରେ ତାଙ୍କଶେଷଦର୍ଶନ ପାଇଁ ମଥାନୀ ସରପଞ୍ଚ ମମତାରାଣୀ ସିଟ ଅଜୟଧଳ ଯୁବନେତା ସୁଧାଶୁଂସେଖରଜେନା ବସ୍ତା ପ୍ରେସକ୍ଲବ ସଭାପତି ବିଜୟକୁମାରଭୂୟାଁ ସୁଶାନ୍ତ ପ୍ରଧାନ ସିରିଶମହାନ୍ତି ସମେତ ନିତାୟଚରଣଦାସ ଦେବେନ୍ଦ୍ର ବେହେରା ସମାଜସେବୀ ଅମରକୁମାରପାଳ କିଶୋରପାଳକ୍ଷିରୋଦ ପଣ୍ତା ପ୍ରଦୀପପଣ୍ତା ଶ୍ରୀକାନ୍ତନନ୍ଦ. ପହଞ୍ଚି ପରିବାରକୁ ସମବେଦନା ଜଣାଇଥିଲେ ।ସମାଧି ସ୍ଥାପନରେ ପୁତ୍ର ଗୌରାଙ୍ଗ ଚନ୍ଦ୍ରକାନ୍ତ ଓ ପରିବାରଲୋକେ ସହଯୋଗକରିଥିଲେ |

ବିଜୟ କୁମାର ଭୂୟାଁ ଙ୍କ ରିପୋର୍ଟ୍ 

Related posts

ପିରବତୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍ବାଗତ ଉତ୍ସବ

masiha

କାଣ୍ଡବିନ୍ଧା ଗ୍ରାମପଞ୍ଚାୟତ ଠାରେ ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ ଅନୁଷ୍ଟିତ 

masiha

ସୁଧୀର ଧଙ୍ଗଡ଼ାମାଝୀଙ୍କୁ ଗଦ୍ୟାଂଶ ଯୁବ ପ୍ରତିଭା ସମ୍ମାନ

Sunil Chandra Nayak

Leave a Comment

error: Content is protected !!