ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବର୍ତ୍ତମାନର ବଡ ଖବର , ପୋଲିସ୍ ବିଭାଗର ନିଶ ତଳୁ ଲୁଟି ନେଲେ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ରୁ ଲକ୍ଷାଧିକ ଟଙ୍କା ଓ ସୁନା ଗହଣା 

କାମାକ୍ଷାନଗର ( ମ ନି ସ)୦୩/୦୨_ ଢେ଼ଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ମହାବିରୋଡ ଥାନା ପାଖରେ ଥିବା ଏକ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ରୁ ଦୁଇଜଣ ଦୁର୍ଦ୍ଧାନ୍ତ ବାଇକରେ ଆସି ବୋମାମାଡ ଓ ବନ୍ଧୁକ ଏବଂ ମାରଣା ଅସ୍ତ୍ର ଦେଖାଇ ୩ଟି ପଇସା ଭର୍ତି ସୂଟକେସ ସହିତ ୧ ଟି ସୁନା ଭର୍ତି ସୁଟକେସ୍ ଧରି ଚମ୍ପଟ ମାରିଥିବା ସୂଚନା ମିଳିଛି। ଯାହାକି ସୂଚନା ମିଳିଛି ୫ଲକ୍ଷ ଟଙ୍କା ସହିତ କୋଟିଏ ଟଙ୍କାର ସୁନା ଲୁଟ ହେବାର ସୂତ୍ର ରୁ ଜଣା ପଡ଼ିଛି। ସେହିଭଳି କିଛି ଦିନ ତଳେ,ଲୋଧଣୀ ଗ୍ରାମ୍ୟ ବ୍ୟାଙ୍କ ଶାଖାରୁ ଚୋରି ହୋଇଥିବା ୧୫ ଲକ୍ଷ ଟଙ୍କା ଚମ୍ପଟ ମାରିଥିଲେ ଦୁବୁର୍ତ୍ତ l ଟେର୍ ପାଉନି ପୋଲିସ ଘଟଣା ସ୍ଥଳରେ ମହାବିର ରୋଡ ଥାନା ଅଧିକାରୀ ପହଂଚି ତଦନ୍ତ ଆରମ୍ଭ କରିଛି l

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଦେଶୀ ରନ୍ଧା ମଦ ଓ ମହୁଲ ପୋଚ ଜବତ, ଜଣେ ଗିରଫ

Sunil Chandra Nayak

ରାୟଗଡ ଜିଲ୍ଲା ଚାନ୍ଦିଲି ପୋଲିସ୍ ଦ୍ୱାରା ସଫଳତା

masiha

ତାଳଚୁଆ ଅଞ୍ଚଳରେ ଦୁଃଖର ଲହରୀ ଖେଳିଯାଇଛି,ଗୋଟିଏ ଘରେ ବାପା ମା ପୁଅଙ୍କ ଶବ ଉଦ୍ଧାର

masiha

Leave a Comment

error: Content is protected !!