ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶ୍ବ ପ୍ରସିଦ୍ଧ ଯୋରନ୍ଦା ମେଳା ପାଇଁ ଚଳ ଚଞ୍ଚଳ ମହିମା ଗାଦି

ଢେ଼ଙ୍କାନାଳ (ମ ନି ସ)୦୩/୦୧_ଆସନ୍ତା କାଲିଠାରୁ ହେବାକୁ ଥିବା ବିଶ୍ବପ୍ରସିଦ୍ଧ ଯୋରନ୍ଦା ମେଳାକୁ ନେଇ ଚଳଚଞ୍ଚଳ ଯୋରନ୍ଦା ଗାଦି । ଜୋରସୋରରେ ଚାଲିଛି ପ୍ରସ୍ତୁତି।ସ୍ୱତନ୍ତ୍ର ବ୍ୟାରିକେଟ ସାଙ୍ଗକୁ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ଗୁରୁତ୍ୱ ଦିଆଯାଉଛି । ଦୁଇ ବର୍ଷର ବ୍ୟବଧାନ ପରେ ମାଘ ମେଳା ହେଉ ଥିବାରୁ ସାଧୁସନ୍ଥଙ୍କ ସହ ଭକ୍ତଙ୍କର ମଧ୍ୟରେ ଉତ୍ସାହ I 

ମହିମା ଧର୍ମର ରୀତିନୀତି ଅନୁଯାୟୀ ଚଳିତ ବର୍ଷ ୧୫୦ ତମ ପ୍ରଭୁ ପୂର୍ଣ୍ଣିମା ଉତ୍ସବ ଶନିବାର ପ୍ରାତଃ ବ୍ରହ୍ମ ମୁହୂର୍ତ୍ତରୁ ଆରମ୍ଭ ହେବ। ଅପରାହ୍ନ ସାଢେ ୫ଟାରେ ଗାଦି ମନ୍ଦିରର ଚାରିଦ୍ଵାରରେ ଝାଡ଼ଦୀପ ପ୍ରଜ୍ଜ୍ଵଳନ କରାଯିବ ।

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

ବଲାଙ୍ଗିର ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦରେ ବ୍ରଜ ମୋହନ ବିଶୋଇ ଙ୍କୁ ଅଧ୍ୟକ୍ଷ ନିଯୁକ୍ତି..ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା ଏବଂ ଅଧ୍ୟକ୍ଷ ବିଶୋଇ ଙ୍କୁ ଅଭିନନ୍ଦନ ଜଣାଇଲେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି

Sunil Chandra Nayak

ଯୋରନ୍ଦାପୀଠର ଉନ୍ନତି ପାଇଁ ଏକାଠି ହେଲେ ଜିଲ୍ଲପାଳ ଓ ସାଧୁ ସମାଜ

ହେତୁବାଦୀ ସଂଗଠନ ପକ୍ଷରୁ ବନ୍ଧୁମିଳନ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!