ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଗ୍ରଗାମୀ କଳା ସାଂସ୍କୃତିକ ଅନୁଷ୍ଠାନ ଚଳାନପଡା ଗୋଇମୁଣ୍ଡି ର ସାମାଜିକ ନାଟକ ପାଇଁ ପ୍ରସ୍ତୁତି ବୈଠକ

ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ସ୍ଥିତ ଅଗ୍ରଗାମୀ କଳା ସାଂସ୍କୃତିକ ଅନୁଷ୍ଠାନ,ଚଲାନପଡା,ଗୋଇମୁଣ୍ଡି ର ସାମାଜିକ ନାଟକ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ହେବାକୁ ଥିବା ଏହି ନାଟକ ମହୋତ୍ସବ ଏକ ସାମାଜିକ ନାଟକ “ସୁଖ ଚାର’ଣା କୁ ଦୁଃଖ ବାରଣା ” ଆସନ୍ତା ଅପ୍ରେଲ ୨୦୨୩ ରେ ହେବାକୁ ସ୍ଥିର କରାଯାଇଥିଲା । ଏହି ବୈଠକରେ ନିର୍ଦ୍ଦେଶକ କ୍ଷୀର ପ୍ରସାଦ ରାଉତ ଓ ପ୍ରହଲ୍ଲାଦ ପଣ୍ଡା ,ବଳଦେବ ରାଉତ,ନରେଶ କୁମାର ବାରିକ, ରାଜକପୁର ବାରିକ, ରାଜୁ ଚଳାନ,ଚିତ ରଞ୍ଜନ ରାଉତରାୟ, ପ୍ରଶାନ୍ତ କୁମାର ବାରିକ,ଧର୍ମବୀର ରାଉତ ରାୟ, ସସ କୁମାର ରାଉତରାୟ, ଙ୍କ ସମେତ ଅନୁଷ୍ଠାନ ର ସଭାପତି ତଥା ସମସ୍ତ ସଦସ୍ୟଙ୍କୁ ନେଇ ବିଭିନ୍ନ ବିଭାଗ ବଣ୍ଟନ କରି ସୂଚାରୁରୂପେ ରୈ!ପ୍ୟ ଜୟନ୍ତୀ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଇସ୍ପାତ୍ ସାହିତ୍ୟ ସଂସଦ ଆନୁକୁଲ୍ୟରେ ଭୀମଭୋଇ ସାହିତ୍ୟ ଆଲୋଚନା 

masiha

ସରସ୍ୱତୀ ଶିଶୁ ମନ୍ଦିର, ଡାବୁଗାଁ ର ସପ୍ତମ ଶ୍ରେଣୀରେ ପ୍ରାଦେଶିକ ଶ୍ରୀ ଭାରତୀକୃଷ୍ଣ ଗଣିତ ପରୀକ୍ଷାରେ ରାଜ୍ୟସ୍ତରରେ ୬ଷ୍ଠ ସ୍ଥାନ ଅଧିକାର :ଏ କୃତିତ୍ଵ ନେଇ ଡାବୁଗାଁ ଗର୍ବିତ 

Sunil Chandra Nayak

ବଲାଙ୍ଗୀର ଜିଲ୍ଲା ରେ ଭାରତ ବନ୍ଦ ଡାକରା ପ୍ରଭାବ ଏସ. ସି /ଏସ. ଟି ମିଳିତ କ୍ରିୟାନୁଷ୍ଠାନ କମିଟି ତରଫରୁ ବିଶାଳ ଶୋଭାଯାତ୍ରା. ଦାବିପତ୍ର ପ୍ରଦାନ 

masiha

Leave a Comment

error: Content is protected !!