ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଗ୍ରଗାମୀ କଳା ସାଂସ୍କୃତିକ ଅନୁଷ୍ଠାନ ଚଳାନପଡା ଗୋଇମୁଣ୍ଡି ର ସାମାଜିକ ନାଟକ ପାଇଁ ପ୍ରସ୍ତୁତି ବୈଠକ

ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ସ୍ଥିତ ଅଗ୍ରଗାମୀ କଳା ସାଂସ୍କୃତିକ ଅନୁଷ୍ଠାନ,ଚଲାନପଡା,ଗୋଇମୁଣ୍ଡି ର ସାମାଜିକ ନାଟକ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ହେବାକୁ ଥିବା ଏହି ନାଟକ ମହୋତ୍ସବ ଏକ ସାମାଜିକ ନାଟକ “ସୁଖ ଚାର’ଣା କୁ ଦୁଃଖ ବାରଣା ” ଆସନ୍ତା ଅପ୍ରେଲ ୨୦୨୩ ରେ ହେବାକୁ ସ୍ଥିର କରାଯାଇଥିଲା । ଏହି ବୈଠକରେ ନିର୍ଦ୍ଦେଶକ କ୍ଷୀର ପ୍ରସାଦ ରାଉତ ଓ ପ୍ରହଲ୍ଲାଦ ପଣ୍ଡା ,ବଳଦେବ ରାଉତ,ନରେଶ କୁମାର ବାରିକ, ରାଜକପୁର ବାରିକ, ରାଜୁ ଚଳାନ,ଚିତ ରଞ୍ଜନ ରାଉତରାୟ, ପ୍ରଶାନ୍ତ କୁମାର ବାରିକ,ଧର୍ମବୀର ରାଉତ ରାୟ, ସସ କୁମାର ରାଉତରାୟ, ଙ୍କ ସମେତ ଅନୁଷ୍ଠାନ ର ସଭାପତି ତଥା ସମସ୍ତ ସଦସ୍ୟଙ୍କୁ ନେଇ ବିଭିନ୍ନ ବିଭାଗ ବଣ୍ଟନ କରି ସୂଚାରୁରୂପେ ରୈ!ପ୍ୟ ଜୟନ୍ତୀ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳାରେ ଆମ୍ ଆଦମୀ ପାର୍ଟି ଢେଙ୍କାନାଳ ଶାଖା ପକ୍ଷରୁ ଜଳଛତ୍ର

Sunil Chandra Nayak

ସ୍ୱାସ୍ଥ୍ୟ ସେବକ ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା 

Sunil Chandra Nayak

ଲଗାଣ ବର୍ଷାରେ ଧୋଇଗଲା ପୋଲ : ଲାଞ୍ଜିଗଡ- ବିଶ୍ୱନାଥପୁର ଯୋଗାଯୋଗ ବିଛିନ୍ନ 

masiha

Leave a Comment

error: Content is protected !!