ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଲିଆ କୁଣ୍ଡଳ ପଞ୍ଚାୟତ ରେ ଜନ ଶୁଣାଣି କାର୍ଯ୍ୟକ୍ରମ

ଜୁନାଗଡ଼,୬/୨(ମ ନି ସ)  ଜୁନାଗଡ ବ୍ଲକ ଅନ୍ତର୍ଗତ କାଳିଆ କୁନ୍ଦଳ ଗ୍ରାମ ପଞ୍ଚାୟତ ରେ ପଞ୍ଚାୟତ ସ୍ତରୀୟ ଜଣ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ବିଭିନ୍ନ ଅଭିଯୋଗ ର ଶୁଣାଣି ହେବl ସହ ବିଭିନ୍ନ ସମସ୍ୟା ର ସମାଧାନ କରାଯଇ ଥିଲା l ଜୁନାଗଡ ବିଡିଓ ଦୁଲା ରାମ ମାରାଣ୍ଡି ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜୁନାଗଡ ବ୍ଲକ ଅଧ୍ୟକ୍ଷା ସବିତା ମେହେର୍, ଉପାଧକ୍ଷ ପ୍ରମୋଦ କୁମାର ବେହେରା, ତହସିଲ୍ ଦାର ସୁଦୀପ୍ତl ମହାନ୍ତି,ସରପଞ୍ଚ ପାର୍ବତୀ ବିଶି, ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଭଗବାନ ପଣ୍ଡା, ଜୁନାଗଡ ଥାନା ଅଧିକାରୀ ଉତ୍ତମ ସାହୁ, ଜିପିଓ ରାଜେନ୍ଦ୍ର ଭୋଇ, ଡ ବ୍ଲୁ ଇ ଓ ସୁମନ୍ତ ମାଝୀ, ସାମାଜ ମଙ୍ଗଲ ଅଧିକାରୀ ତୁଷାର ରଞ୍ଜନ ସାହୁ ଏବ୍ଂ ବିଭିନ୍ନ ବିଭାଗ ର ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ l ଏହି ଜନ ଶୁଣାଣି କାର୍ଯ୍ୟକ୍ରମ ରେ ପ୍ରଧାନମନ୍ତ୍ରୀ ଅlବଶ, ଭତ୍ତା ଏବଂ ବିଭିନ୍ନ ବିଭାଗ ର ୭୫୮ଗୋଟି ଅଭିଯୋଗ ଗ୍ରହଣ କରାଯାଇଥିବା ବେଳେ ସେଥିମଧ୍ୟରୁ ୬ ଗୋଟି ଅଭିଯୋଗ ର ଫଇସଲା ହୋଇଥିଲା lଏହିକାର୍ଯ୍ୟକ୍ରମରେ ପଂଚାୟତର ଅନେକ ଜନସାଧାରଣ ଅଭିଯୋଗ ପାଇଁ ଉପସ୍ଥିତ ରହି ଥିଲେ।

ଜୁନାଗଡ଼ ରୁ ନରେନ୍ଦ୍ର ଖିତୀ ଙ୍କ ରିପୋର୍ଟ 

Related posts

ଋଷିକୁଲ୍ୟା ନଦୀର ସୁରକ୍ଷା ପାଇଁ ଅଭିଯାନ

Sunil Chandra Nayak

ଡାବୁଗାଁ ଏବିଡିଓ ଙ୍କ ସୁପୁତ୍ରି ଅର୍ପିତା ତ୍ରିପାଠୀ ଜିଲ୍ଲାରେ ଦ୍ବିତୀୟ:ଡାବୁଗାଁ ବ୍ଳକ ପାଇଁ ଗୌରବ

କାଶିବାହାଲ ପଞ୍ଚାୟତ ହାଇସ୍କୁଲରେ ବାଳ ବୈଜ୍ଞାନିକ ପ୍ରଦର୍ଶନୀ ଅନୁଷ୍ଠିତ, ବିଭିନ୍ନ ପ୍ରକଳ୍ପ ପ୍ରଦର୍ଶିତ

masiha

Leave a Comment

error: Content is protected !!