ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଟିକିରି ସ୍ଥିତ ଡ଼େଙ୍ଗାଗୁଡ଼ା ଛକ ଠାରେ ଘଟିଛି ମାର୍ମଦୁନ୍ତ ସଡ଼କ ଦୁର୍ଘଟଣା

ଟିକିରି  // ରାୟଗଡା ଜିଲ୍ଲା କାଶିପୁର ବ୍ଲକ ଟିକିରି ସ୍ଥିତ ଡ଼େଙ୍ଗାଗୁଡ଼ା ଗାଁ ଛକ ନିକଟରେ ଏକ ଇକ ଗାଡି ସହ ବାଇକ ଧକା ହଇ ଏକ ମର୍ମଦୁନ୍ତ ସଡ଼କ ଦୁର୍ଘଟଣା ଘଟିଛି l ଏକ ବାଇକ ରେ ୩ ଜଣ ଟିକିରି ଠାରୁ ତଟାଗୁଡା ଯାଉଥିବା ବେଳେ ଏକ ଗାଡି କାଶୀପୁର ରୁ ଆସୁଥିଲା ମୁହାଁ ମୁହିଁ ଧକା ହେବା ପରେ ବାଇକ ରେ ଥିବା ୩ ଜଣଙ୍କମଧ୍ୟରୁ ୨ ଜଣ ଙ୍କର ଗୋଡ଼ ଭାଙ୍ଗି ଗୁରୁତ୍ୱର ହଇଛନ୍ତି l ସବନ ମାଝୀ , ଟିଟୁ ମାଝୀ , ପାନବନ୍ଧ ଗାଁ ର ହୋଇଥିବା ବେଳେ ତପନ ମାଝୀ କାଳିଆ କଣା ଗାଁ ର ବୋଲି ଜଣା ପଡିଛି l ସେ ୩ ଜଣ ଙ୍କୁ ଆମ୍ବୁଲାନ୍ସ ଯୋଗେ ଉଦ୍ଧାର କରି ପ୍ରଥମେ ଟିକିରି ମେଡିକାଲ ରେ ଭର୍ତି କରିଥିଲେ l ତପନ ମାଝୀ, ଏବଂ ଟିଟୁ ମାଝୀ ଙ୍କ ଅବସ୍ଥା ଗୁରୁତ୍ୱର ଥିବାରୁ କୋରାପୁଟ ମୁଖ୍ୟ ଚିକିତ୍ସାଲୟ କୁସ୍ଥାନାନ୍ତାର କରାଯାଇଛି l ମେଡିକାଲ ପରିସର ରେ ଟିକିରି ପୋଲିସ ଉପସ୍ଥିତ ରହି ଦୁର୍ଘଟଣା ଘଟିଥିବା ରୋଗିଙ୍କୁ ସାହାଯ୍ୟ କରିବା ସହିତ ତଦନ୍ତ କରୁଥିଲେ ତଦନ୍ତ ପରେ ଜଣା ପଡିବ ବୋଲି ଟିକିରି ପୋଲିସ ପକ୍ଷରୁ ସୂଚନା ମିଳିଛି।

ଗୌରୀ ପଟନାୟକ ଙ୍କ ରିପୋର୍ଟ 

Related posts

ଆମପାଣି ଓ ଗମ୍ଭାରୀଗୁଡା ପଞ୍ଚାୟତ ରେ ନବୀନ ଓଡ଼ିଶା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

ଚମେଲି ଦେବୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏଡସ୍ ସଚେତନତା ଓ ସ୍ବେଛାକୃତ ରକ୍ତଦାନ ପ୍ରୋତ୍ସାହନ କାର୍ଯ୍ୟକ୍ରମ 

masiha

ନୂତନ ଜିଲ୍ଲାପାଳ ଡାଃ ମହେଶ୍ଵର ସ୍ଵାଇଁଙ୍କ ଯୋଗଦାନ: ନବରଙ୍ଗପୁର ଜିଲ୍ଲାରେ ଖୁସିର ମାହୋଲ 

Sunil Chandra Nayak

Leave a Comment

error: Content is protected !!