ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ିଆ ଚଳଚ୍ଚିତ୍ର ଜଗତରେ ପାଦ ଥାପିଲେ ନଗରପାଳ ଧର୍ମାନନ୍ଦ

କାମାକ୍ଷାନଗର (ମନିସ )16/2/23 // କାମାକ୍ଷାନଗରରେ ପ୍ରଥମ ଥର ପାଇଁ ନିର୍ଦ୍ଦେଶକ ଅଶ୍ଵିନୀଙ୍କ ନିର୍ଦ୍ଦେଶନାରେ ଓଡ଼ିଆ ଚଳଚ୍ଚିତ୍ର “ଡଟ୍‌ପେନ୍‌” ର ସୁଟିଂ ଆଗେଇ ଚାଲିଛି । ରାଜନିତୀ ଦୁନିଆରୁ ଟିକେ ଫୁରସତ ଵାହାରକରି ଜୀବନରେ ପ୍ରଥମଥର ପାଇଁ ଓଡ଼ିଆ ଚଳଚ୍ଚିତ୍ର ଡଟ୍‌ପେନରେ ଗାଁ ର‌ ମୁଖିଆ ଚରିତ୍ରରେ ଅଭିନୟ କରିଛନ୍ତି କାମାକ୍ଷାନଗର ନଗରପାଳ ଧର୍ମାନନ୍ଦ ପରିଡା । ଏହାସହିତ ଉକ୍ତ ଚଳଚିତ୍ରର ପାର୍ଶ୍ଵ ଅଭିନୟରେ କାମାକ୍ଷାନଗର ଅଞ୍ଚଳର‌ ଵହୁ ପ୍ରତିଭାଵାନ୍‌ କଳାକର ମଧ୍ୟ ଅଭିନୟ କରିବାର ଦେଖିବାକୁ ମିଳିଛି , ଯାହାକି ଅଞ୍ଚଳ ପାଇଁ କଳା ଓ ଅଭିନୟ କ୍ଷେତ୍ରରେ ଏଵଂ ପର୍ଯ୍ୟଟନ କ୍ଷେତ୍ରରେ ଅଭିବୃଦ୍ଧି ବୋଲି କାମାକ୍ଷାନଗରବାସୀ ଉତ୍ସାହିତ

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ମହିଳା ମହାବିଦ୍ୟାଳୟ ରେ ଜାତୀୟ ସମ୍ବିଧାନ ଦିବସ ପାଳିତ 

Sunil Chandra Nayak

ଓଡିଶାର କୃଷିକୁ ସଶକ୍ତ କରିବା ପାଇଁ ପାଣ୍ଠି ଏବଂ ସହାୟତା ଆବଣ୍ଟନ ଉପରେ ସାଂସଦ ନିରଞ୍ଜନ ବିଶି ଙ୍କ ଅଣ ତାରକା ପ୍ରଶ୍ନ

masiha

ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସର୍ଗିଫୁଲ୍-୨୦୨୩ ଉଦଯାପିତ

masiha

Leave a Comment

error: Content is protected !!