ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କେନ୍ଦ୍ର ସରକାର ଙ୍କ ଚାଉଳ ମାରଣ ନୀତି ବିରୁଦ୍ଧ ରେ ବିଜେଡ଼ି ର ପ୍ରତିବାଦ

 ଢେଙ୍କାନାଳ (ମ ସୀ ହା)୧୫/୦୨_ ଆଜି ସଦର ବ୍ଲକ ଗୋବିନ୍ଦପୁର ଗ୍ରାମ ପଞ୍ଚାୟତରେ କେନ୍ଦ୍ର (ବିଜେପି) ସରକାର ଙ୍କ ମାରଣା ଚାଉଳ ନୀତି ବିରୋଧରେ ପ୍ରତିବାଦର ସ୍ବର ଉତ୍ତୋଳନ କରଯାଇଛି l ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ନିର୍ଦ୍ଦେଶନାରେ ବିଧାୟକ ଶ୍ରୀଯୁକ୍ତ ସୁଧିର କୁମାର ସାମଲ(ବିଜେଡି) ଙ୍କ ଆନୁକୁଲ୍ୟରେ ଜିଲ୍ଲା ପରିଷଦ ଶ୍ରୀଯୁକ୍ତ ବିଭୁ ପ୍ରସାଦ ଦେହୁରୀ, ସରପଞ୍ଚ ଶ୍ରୀଯୁକ୍ତ ଅରୁଣ ପରିଡ଼ା ଙ୍କ ସହାୟତା ରେ ଆଜି ର ଏହି ପ୍ରତିବାଦ କରାଯାଉଛି lଏହି ପ୍ରତିବାଦ ସଭା ରେ ପଂଚାୟତ ର ବହୁ ପୁରୁଷ, ମହିଳା ଓ କର୍ମୀ ଉପସ୍ଥିତ ହୋଇଥିଲେ 

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

ରାଇରଙ୍ଗପୁରରେ ବାମନଘାଟୀ ମହାସଭା ଆନୁକୁଲ୍ୟରେ ଫେବୃଆରୀ ୧୬,୧୭,୧୮ ତାରିଖ ବିଶ୍ଵଶାନ୍ତି ମହାଯଜ୍ଞ ନେଇ ପ୍ରସ୍ତୁତି ବୈଠକ

masiha

ରାଉରକେଲା କଣ୍ଟ୍ରାକ୍ଟର ୱାକର୍ସ ୟୁନିୟନର ୭ମ ସାଂଗଠନିକ ସମ୍ମିଳନୀ ଅନୁଷ୍ଠିତ

Sunil Chandra Nayak

ହାତୀବନ୍ଧା କ୍ଲଷ୍ଟର ସ୍ତରୀୟ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା 

Sunil Chandra Nayak

Leave a Comment

error: Content is protected !!