ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜନ୍ମ ଦିବସ ଉପଲକ୍ଷେ ଆଶିଷ

ଧନ୍ୟ ଧନ୍ୟ ତୁମ ଜନ୍ମ ଦିବସ ଧନ୍ୟ ହେ ପିଉସ ଭାଇ, ସୁକର୍ମ କର ଲଭ ହେ ଯଶ ହୁଅ ତୁମେ ଚିର ଅମର । ଅଗ୍ନି ସମାନ ହୁଅ ତେଜିୟାନ ବାୟୁସମ ଗତିଶୀଳ, ପୃଥିବୀ ସମ ହୁଅ ସୁଦୃଢ଼ ପବିତ୍ର ପରିସମଯଲ ।ପର ଦୁଃଖରେ ଯାଉଟି ଦିନ ଗୁରୁ ପାଦେ ଥାଉ ମନ, ସୁଖରେ ରାମ ହାତରେ କାମ ଲକ୍ଷ ହେଉ ମହାନ। ଶ୍ରେଷ୍ଠ କରମେ ରହି ଧରମେ ଜୀବନ କର ସୁଫଳ,ଆକାଶ ଭଳି ହୁଅ ବିଶାଳ କାମନା ଏ ମୋହର

ଭବାନୀପାଟଣା/୨୪/୨/ମସିହା/ଆଜି ହେଉଛି ପବିତ୍ର ଦିବସ, ଏହି ଅବସରେ ଗୋଳାମୁଣ୍ଡା ବ୍ଲକ ସ୍ଥିତ ପଣ୍ଡକୁଳ ଗ୍ରାମର ମନୁହର ସେନାପତି ସହଧାର୍ମିନ ମମତା ସେନାପତିଙ୍କ ଶ୍ରେଷ୍ଠ ସନ୍ତାନ ପିଉସ ସେନାପତିଙ୍କର ଜନ୍ମ ଦିବସ ଆଜି ଭବାନୀ ପଟଣା ଶାସ୍ତ୍ରୀଜି ମଡେଲ ସ୍କୁଲରେ ସାଙ୍ଗ ସାଥି ମେଳରେ ଆନନ୍ଦ ଉଲ୍ଲାସର ସହିତ ପାଳନ କରାଯାଇଛି । ଏହି ଉପ ଲକ୍ଷେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରେ ଏବଂ ଆଶିଷ କୃପା ପ୍ରାପ୍ତ ମିଳିଥିବା ବେଳେ ଆଜିକାର ଜନ୍ମ ଦିବସକୁ ବରିଷ୍ଠ ଶିକ୍ଷକ ଭୋଳା ଶଙ୍କର ପାତ୍ର, ପରିଚାଳନା କରିଥିଲା ବେଳେ ବିଦ୍ୟାଳୟର ପ୍ରିନ୍ସପାଳ ମନମୋହନ ଦାସ, ସରୋଜ କୁମାର ସ୍ୱାଇଁ, ପିଣ୍ଟୁ ନାଇକ, ମହେଶ୍ୱର ମିଶ୍ର ପ୍ରମୁଖ ଉପସ୍ଥିତ ରହି ସୁଭାଶ୍ରୀବାଦ ପ୍ରଦାନ କରିଥିଲେ ।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ପ୍ରଗତିଶୀଳ ମସିହା

Related posts

ଓଡ଼ିଶା ଡ଼୍ରାଇଭର ସଂଘ,ରାଇରଙ୍ଗପୁର ତରଫରୁ ଵିଭିନ୍ନ ଦାବି ନେଇ ଉପଜିଲ୍ଲାପାଳଙ୍କୁ ଲିଖିତ ଦାବିପତ୍ର

masiha

ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ପୂର୍ବତନ ପ୍ରଧାନ ଆଚାର୍ଯ୍ୟଙ୍କର ପରଲୋକ l ଶବ କାନ୍ଧେଇଲେ ନବରଙ୍ଗପୁର ବିଧାୟକ 

Sunil Chandra Nayak

ମାତୃକୃପା ସାହିତ୍ୟ ସଂସଦର ଷଷ୍ଠ ବାର୍ଷିକ ଵସନ୍ତ ମହୋତ୍ସବ ପାଳିତ 

masiha

Leave a Comment

error: Content is protected !!