ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖଡିଆଳ ସିଡ଼ିପିଓ ଓ ଚାଇଲଡ଼ ଲାଇନ ଉଦ୍ୟମରେ ଭିନ୍ନକ୍ଷମ ଶିଶୁକୁ ମଙ୍ଗଳ ଗୋଷ୍ଠି କୁ ସ୍ଥାନାନ୍ତର

ନୂଆପଡା ଜିଲ୍ଲା ଖଡିଆଳ ସିଡିପିଓ ମନକୁମାରୀ ଲମ୍ବୋ ଓ ନୂଆପଡା ଚାଇଲ୍ଡଡ୍ ଲାଇନ ମିଲିତ ଉଦ୍ୟମରେ କୌଣସି ସୁତ୍ରରୁ ଖବର ପାଇ ଖଡିଆଳ ବ୍ଲକ ବରଗାଁ ଗ୍ରାମର ଜଣେ ଭିନ୍ନକ୍ଷମ ଶିଶୁ କୁ ଭିନ୍ନକ୍ଷମ ପ୍ରମାଣ ପତ୍ର କିମ୍ବା ଭତା ମିଳୁନଥିବାରୁ ଉକ୍ତ ଶିଶୁ କୁ ଉଦ୍ଧାର କରି ନୂଆପଡା ସ୍ଥିତ ମଙ୍ଗଳ ଗୋଷ୍ଠି କୁ ଉପସ୍ଥାପନ କରି ଶିଶୁର ସମସ୍ତ ପ୍ରକାର ସୁବ୍ୟବସ୍ଥା କରିବା ନିଷ୍ପତି ନିଆ ଯାଇଥିବା ସିଡିପିଓ ମନକୁମାରୀ ଇମ୍ବୋ ପ୍ରକାଶ କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ଏଲଏସ ସକୁନ୍ତଳା ତାଣ୍ଟି, ଚାଇଲଡ଼ ଲାଇନ ନୂଆପଡାର ସବିତା ସୁନାନୀ ସମେତ ସ୍ଥାନୀୟ ଅଙ୍ଗନୱାଡି କର୍ମ ଓ ଆଶା କର୍ମୀ ମାନେ ଉପସ୍ଥିତ ଥିଲେ ।ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଜଗନ୍ନାଥ ଜାଗରଣ ମଂଚର ସହିଦ ପ୍ରଦୀପ ପଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି

Sunil Chandra Nayak

ନିଖିଳ ଉତ୍କଳ ସି .ଟି ପ୍ରାଥମିକ ଶିକ୍ଷକ ଫେଡେରେସନର ସାଙ୍ଗଠନିକ ନିର୍ବାଚନରେ ପ୍ରଦୀପ କୁମାର ସାହୁ ହେଲେ ସଭାପତି

Sunil Chandra Nayak

ଟେମରି ଗ୍ରାମ ପଞ୍ଚାୟତରେ ଭିଜିଲାନ୍ସ ସଚେତନତା କାର୍ଯ୍ୟକ୍ରମ 

Sunil Chandra Nayak

Leave a Comment

error: Content is protected !!