ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅର୍ଥ ଅଭାବ ରୁ ଚିକିତ୍ସାରେ ବାଧକ: ସାହାର୍ଯ୍ୟ ପାଇଁ ନିବେଦନ

ଢେଙ୍କାନାଳ ( ମ ସୀ ହା ) ୦୯/୦୩_ହିନ୍ଦୋଳ ବ୍ଲକ୍ ଅନ୍ତର୍ଗତ ବାବନ୍ଧ ଗ୍ରାମ ର ରାଜ କିଶୋର ବେହେରା ବର୍ତ୍ତମାନ କିମସ ହସ୍ପିଟାଲ ରେ ଲିଭର ଜନିତ ରୋଗରେ ପୀଡିତ ହୋଇ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି l ଅର୍ଥ ଅଭାବରୁ ଚିକିତ୍ସାରେ ବାଧା ସୃଷ୍ଟି ହେଉଛି l ସମସ୍ତେ ଭାବୁଥିବେ ବିଜୁ ସ୍ୱାସ୍ଥ୍ୟ କାର୍ଡ ମାଧ୍ୟମରେ ଚିକିତ୍ସା ମାଗଣା କିନ୍ତୁ ତାଙ୍କର ଯେଉଁ ଟେଷ୍ଟ ହେବାକୁ ଯାଉଛି ତାହା ବିଜୁ ସ୍ୱାସ୍ଥ୍ୟକାର୍ଡ ତାଲିକା ମାଧ୍ୟମରେ ଆସୁନାହିଁ l ତେଣୁ ତାଙ୍କର ଚିକତ୍ସା ପାଇଁ ଅର୍ଥ ନିହାତି ଆବଶ୍ୟକ l ଆପଣମାନେ ମଠ ମନ୍ଦିର କୁ ବହୁତ ଦାନ କରୁଛନ୍ତି l ସେହି ଦାନ ରାଶିରୁ କାହାର ଜୀବନ ବଞ୍ଚାଇବାକୁ କିଛି ଅର୍ଥ ଦାନ କରନ୍ତୁ l ଆପଙ୍କ ଦାନରେ କାହାର ଜୀବନ ବଞ୍ଚିବ l ତଳେ ଦେଇଥିବା ନମ୍ବର ରେ ଆପଣମାନେ ଫୋନ ପେ କରି ସାହାଯ୍ୟର ହାତ ବଢ଼ାଇବାକୁ ପରିବାର ର ଲୋକେ ଅନୁରୋଧ କରିଛନ୍ତି l ଫୋନ ପେ ନମ୍ବର :-8328831364

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

ଗବେଷିକା ସ୍ୱର୍ଣ୍ଣପ୍ରଭା ଖଟୁଆଙ୍କ ପିଏଚ୍.ଡି ଲାଭ

Sunil Chandra Nayak

ମୋ ଭାରତ,ବିକଶିତ ଭାରତ- ୨୦୪୭ ବିଷୟ ରେ ଭାଷଣ ଦେଇ ରାଜ୍ୟସ୍ତରରେ ପ୍ରଥମ ହେଲେ- କୁମ୍ କୁମ୍ ପ୍ରିୟଦର୍ଶିନୀ 

masiha

ଶୂନ୍ୟ ମଣ୍ଡପ ବାବାଙ୍କ ଆର୍ଶୀବାଦ ଲାଭ କଲେ ରାଜ୍ୟ ବିଜେପି ପ୍ରବକ୍ତା

masiha

Leave a Comment

error: Content is protected !!