ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଡାବୁଗାଁ ବିଧାନସଭା ନିର୍ବାଚନମଣ୍ଡଳୀ ସ୍ତରୀୟ ବିଜୁ ଓ ଛାତ୍ର ସମ୍ମୀଳନୀ

ନବରଙ୍ଗପୁର -(ମସିହା) ଡାବୁଗାଁ ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କୋଷାଗୁମୁଡା ଓ ଡାବୁଗାଁ ବ୍ଲକ ସ୍ତରୀୟ ବିଜୁ ଜନତା ଦଳ ତରଫରୁ ଯୁବ ଓ ଛାତ୍ର ସମ୍ମିଳନୀ ନବରଙ୍ଗପୁର ଠାରେ ମାନ୍ୟବର ଡାବୁଗାଁ ବିଧାୟକ ଙ୍କର ଆବାସିକ କାର୍ଯ୍ଯାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମାନ୍ୟବର ଅଧକ୍ଷ ଜିଲ୍ଲା ଯୋଜନା କମିଟି ତଥା ଡାବୁଗାଁ ବିଧାୟକ ଶ୍ରୀ ମନୋହର ରନ୍ଧାରୀ ଉପସ୍ଥିତ ରହି ଯୁବ ଓ ଛାତ୍ର ଜନତା ଦଳର କର୍ମକର୍ତ୍ତା ମାନଙ୍କୁ ମାର୍ଗଦର୍ଶନ କରିବା ସହ ଦଳର ଆଦର୍ଶ ଓ ଜନହିତକର ଯୋଜନା ସଫଳ ରୂପାୟନ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ସହ ସମସ୍ୟା ସମାଧାନ ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ଅବସରରେ ରାଜ୍ୟସଭା ସାସଂଦ ପ୍ରତିନିଧି ବଦ୍ରିନାରାୟଣ ସିଂ,ବିଜୁ ଜନତା ଦଳ ଜିଲ୍ଲା ଯୁବ ସଭାପତି ଶ୍ରୀ ଶିବାନନ୍ଦ ବିଷୋୟୀ, ଜିଲ୍ଲା ସଂପାଦକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ବରିଷ୍ଠ ନେତା ବିଦ୍ୟାଧର ମଲ୍ଲିକ, ସୁସାର ସାମଲ , T.ଯୁଗୃନୁ,ଶିବୁ ହରିଜନ, ରାଜେନ୍ଦ୍ର କଚିମ ଙ୍କ ସହ ବହୁ ଯୁବ ଓ ଛାତ୍ର ଜନତା ଦଳର ନେତା ଉପସ୍ଥିତ ଥିଲେ ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍

Related posts

The Odisha Janata Congress party workers convention at 42 mouza Cuttack.

ରାଇରଙ୍ଗପୁରେ ବିଜେଡ଼ି କାର୍ଯ୍ୟାଳୟ ଉଦଘାଟିତ

masiha

ଓଡ଼ିଶା ଆସିଲେ ବିଜୁ ପଟ୍ଟନାୟକଙ୍କ ନାତି ଅରୁଣ ପଟ୍ଟନାୟକ

masiha

Leave a Comment

error: Content is protected !!