ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶୃଙ୍ଖଳିତ ଭାବରେ ସମାପନ ହେଲା ପଞ୍ଚାୟତ ନିର୍ବାଚନ

ଉତ୍କେଲା,୨୪/୦୨,କେସିଙ୍ଗା ବ୍ଲକ ଉତ୍କେଲା ତ୍ରିସ୍ତରିୟ ପଞ୍ଚାୟତ ନିର୍ବାଚନ ୧୩ ଟି ଓ୍ବାର୍ଡ ରେ ଶାନ୍ତିି ଶୃଙ୍ଖଳିତ ଭାବରେ ୪୩୦୨ ଭୋଟର ମତଦାନ କରିଛନ୍ତି। ସକାଳ ୦୭ ରୁ ଆରମ୍ବ ହୋଇ ଦିନ ୦୧ ଟାରେ ବନ୍ଧ କରାଯାଇଥିବା ବେଲେ ଶେଷ ସମୟ ୦୧ ଟା ପରେ କେତେକ ଭୋଟର ପହଞ୍ଚି ଭୋଟ ଦେଇ ପାରି ନଥିଲେ । ଆଉ କେତେକ ଭୋଟର ଙ୍କ ଲିଷ୍ଟରେ ନାଁ ନଥିବା ନେଇ ଉତ୍କେଲା ର ମଙ୍ଗଳୁ ପୁଟେଲ,ସାବିତ୍ରି ପୁଟେଲ, ସରୋଜ ଜୈନ, ବୁଡୁ ମାଝି, ଭୋଟ ନଦେଇ ଏ ବୁଥରୁ ସେ ବୁଥ ଘୁରି ଘୁରି ବୁଲି ଶେଷରେ ଭୋଟ ନ ଦେଇ ଘରକୁ ଫେରିଥିବା କହିଛନ୍ତି। ଜିତିବା ହାରିବା କୁ ନେଇ ଭୋଟର ଓ ପ୍ରାର୍ଥି ଚା ଦୋକାନ ରେ ଚର୍ଚ୍ଚା ଚାଲିଛି। ୨୬ ତାରିଖରେ ଜଣାପଡିବ କିଏ ଜିତିବ କିଏ ହାରିବ ଶେଷ ନିଷ୍ପତି।ବର୍ତମାନ ଫଳାଫଳ ଅପେକ୍ଷା ରେ ଉଭୟ ଭୋଟର ଓ ପ୍ରାର୍ଥୀ ଟାକି ରହିଛନ୍ତି। ଅର୍ଜୁନ ପୋଡ଼ ଙ୍କ ରିପୋର୍ଟ।

Related posts

ଶ୍ରୀମଦ୍ ଭଗବତ୍ ଗୀତାର ଦ୍ବିତୀୟ ଅଧ୍ଯାୟର ସାରକଥା– ୨

ରୀକ୍ଷିରାମ ମେହେର ଙ୍କ କବିତା ଆଜିବି ବଞ୍ଚିଛି ତୁମରି ପାଇଁ

Sunil Chandra Nayak

ଗଳ୍ପ ଓ ପ୍ରବନ୍ଧକୁ ନେଇ ଚାଲିଛି ରାଜ୍ୟ ସ୍ତରୀୟ ଅନଲାଇନ୍ ପ୍ରତିଯୋଗିତା, ସମୀକ୍ଷାରେ ୩ ଜିଲ୍ଲା

Sunil Chandra Nayak

Leave a Comment

error: Content is protected !!