ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପୋଡ଼ାଗଡ଼ ପର୍ଯ୍ୟଟନ ସ୍ଥଳର ବିକାଶ ପାଇଁ ଆଜି ସ୍ୱତନ୍ତ୍ର କରାଗଲା ସର୍ଭେ

 ନବରଙ୍ଗପୁର—ଏହି ଅବସରରେ ନବରଙ୍ଗପୁର ସାଂସଦ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ମାଝୀ, ଝରୀଗାଁ ବିଧାୟକ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ମାଝୀ, ଉମରକୋଟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ହିମାଞ୍ଚଳ ମାଝୀ, ଉମରକୋଟ ତହସିଲଦାର ଏନ, କେ ଚୌଧୁରୀ ରାଜସ୍ବ ନିରୀକ୍ଷକ ଶିବାନନ୍ଦ ରାଉତ, ଉମରକୋଟ ପଂଚାୟତ ସମିତି ଅଧକ୍ଷା ଶ୍ରୀମତୀ ସୁଶୀଳା ମାଝୀ, ଉମରକୋଟ ୩ନମ୍ବର ଜୋନ ଜିଲ୍ଲା ପରିଷଦ ଡାଳିମ୍ବ ଭତରା, ଉମରକୋଟ ବ୍ଲକ ଏ ଇ ଶଙ୍କିତ ନାୟକ, ଜେ, ଇ, ତୁଳସିରାମ ଶବର, ଅଶ୍ୱିନୀ ପଟନାୟକ ଏ ଇ, ମୂର୍ତ୍ତିକା ସଂରକ୍ଷଣ ବିଭାଗ ର ଏ ପି ଡି ପ୍ରତୀକ କୁମାର ଦେ, ଓଭରସିଓର ସଂଜୀବ ମଲ୍ଲିକ, ଉପାଧକ୍ଷ ସାମଲ ସରକାର, ପ୍ରମୋଦ ପାଢ଼ୀ, ସଞ୍ଜୟ ଗୁପ୍ତା, ବାପି ସିଲ ଟଙ୍କ ଗୌଡ଼, ପୋଡ଼ାଗଡ଼ ସେବାୟତ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ଉର୍ଦ୍ଧବ ଚରଣ ନାୟକ, କୃଷ୍ଣ ପୂଜାରୀ, ପୁରୁଷୋତ୍ତମ ଭତରା, ଦଶରୁ ନାୟକ ଙ୍କ ସମେତ ଜଙ୍ଗଲ ବିଭାଗର ରେଞ୍ଜର ଶ୍ରୀଯୁକ୍ତ ଦିଶାରୀ ଓ ଫରେଷ୍ଟ ଗାର୍ଡ ସ୍ମିତିପ୍ରଭା ତ୍ରିପାଠୀ ଯୋଗଦେଇ ଉନ୍ନୟନ ମୂଳକ କାମର ତଦାରଖ କରି ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଗଲା। ଏଥିରେ ରାସ୍ତା ଟଏଲେଟ, ଜଜ ଯୋଗାଣ, ବୃକ୍ଷ ରୋପଣ, ୱାଚ ଟାୱାର ବିଦ୍ୟୁତ ଯୋଗାଣ, ମନ୍ଦିରଗୁଡିକର ନବୀକରଣ, ପୋଖରୀ ରେ ପାହାଚ ଓ ପାର୍ଶ୍ୱରେ ଚେୟାର ଓ ଲାଇଟ ବ୍ୟବସ୍ତା କରାଯିବାକୁ ଯୋଜନା ପ୍ରସ୍ତୁତି କରାଗଲା । ଏଥିରେ ଗବେଷକ ତଥା ଟ୍ରଷ୍ଟ ର ମୁଖ୍ୟ ଉପଦେଷ୍ଟା ଶ୍ରୀଯୁକ୍ତ କୈଳାଶ ଚନ୍ଦ୍ର ବେହେରା ରହି ସମସ୍ତ ଯୋଜନା ପ୍ରସ୍ତୁତି କରିଥିଲେ।

ନବରଙ୍ଗପୁର୍ ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ୍ ମସିହା ନିୟୁଜ୍।

Related posts

ବାଲେଶ୍ବର – ଏକାଦଶାହ କର୍ମ ଉପଲକ୍ଷେ ସ୍ମୃତିଚାରଣ ସଭା

ବାଲାଜି ସେଠୀ ଙ୍କ କବିତା ଡାକନାହିଁ ମୋତେ…

Sunil Chandra Nayak

ଜିଲ୍ଲା ଯାଦବ ମହା ସଭା ର କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!