ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସରସ୍ଵତୀ ସାହା ନିର୍ଦ୍ଧନ୍ଧରେ ଭାଇସ ଚେୟାରମେନ ନିର୍ବାଚିତ

ଉ6ତ୍କଲା,୦୬/୦୪,କଲାହାଣ୍ଡି ଜିଲ୍ଲା କେସିଙ୍ଗା ଏନେସି ୮ ନଂ ୱ।ର୍ଡ ର ସରସ୍ଵତୀ ସାହା ଭାଇସ ଚେୟାରମେନ ଭାବରେ ନିର୍ଦ୍ଧନ୍ଧ ରେ ନିର୍ବାଚିତ ହୋଇଛନ୍ତି। ଏହି ନିର୍ବାଚନରେ ନର୍ଲା ବିଧାୟକ ଭୁପିନ୍ଦର ସିଂ ଟାଉନ ସଭାପତି ରମେଶ ପଟ୍ଟନାୟକ ପ୍ରମୁଖ ସହ ବିଜେଡିର ସମସ୍ତ କାଉନସେଲର ଉପସ୍ଥିତ ଥିଲେ । ନିର୍ବାଚନ ଅଧିକାରି କେସିଙ୍ଗା ତହସିଲଦାର ଜ୍ୟେତିମୟ କର ପରିଚାଳନା କରିଥିଲେ l

ଉତ୍କେଲା ରୁ ଅର୍ଜୁନ ପୋଢ ଙ୍କ ରିପୋର୍ଟ

Related posts

ରାଉରକେଲା ମହାବିଦ୍ୟାଳୟ ରେଡକ୍ରସ ୟୁନିଟର ବୃକ୍ଷରୋପଣ କାର୍ଯ୍ୟକ୍ରମ

Sunil Chandra Nayak

ତୁନଗାଁ ଓ କୁଟୁରୁ ରେ ଭୋଟ ବର୍ଜ୍ଜନ କଲେ ଗ୍ରାମବାସୀ

Sunil Chandra Nayak

ଉମାକାନ୍ତ ଦାସ ଙ୍କ କବିତା ବେଶୀ ବାଟଆଉ ନାହିଁ ଲୋ ମା”

Sunil Chandra Nayak

Leave a Comment

error: Content is protected !!