ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନୂଆପଡା ସଦର ପୌର ପରିଷଦ ସଂଯୁକ୍ତା ପଣ୍ଡା ଉପାଧକ୍ଷ ରୂପେ ନିର୍ନ୍ଦ୍ଵନ୍ଦ୍ଵରେ ବିଜୟୀ

ନୂଆପଡା ଜିଲ୍ଲା ସଦର ମହକୁମା ସ୍ଥିତ ପୌର ପରିଷଦ ଉପାଧକ୍ଷ ରୂପେ ସଂଯୁକ୍ତା ପଣ୍ଡା ନିର୍ନ୍ଦ୍ଵନ୍ଦ୍ଵରେ ବିଜୟୀ ହୋଇଛନ୍ତି। ସେ ୱାର୍ଡ ନଂମ୍ବର ୦୩ ରେ ବିଜେଡି ସଭ୍ୟା ରୂପେ ନିର୍ବାଚିତ ହୋଇଥିଲେ। ତାଙ୍କ ପୁଅ ହରିଶ୍ଚନ୍ଦ୍ର ପଣ୍ଡା ବିଜେଡି ଯୁବ ଜିଲ୍ଲା ସଭାପତି ସହ ଏନଏସି ନିର୍ବାଚନ ନେଇ ଏନଏସି ପ୍ରଭାରୀ ରୂପେ ନିଯୁକ୍ତି ହୋଇଥିଲେ। ନିର୍ବାଚନ ପୂର୍ବରୁ ନିଜ ମାଁ ସଂଯୁକ୍ତା ପଣ୍ଡା ଉପାଧକ୍ଷ ପ୍ରାର୍ଥୀ ବୋଲି ଘୋଷଣା କରିଥିଲେ। ସେ ସଫଳତା ସହ ନିଜ ମାଁ ସଂଯୁକ୍ତା ପଣ୍ଡାଙ୍କୁ ନୂଆପଡା ଏନଏସି ର ଉପାଧକ୍ଷ ରୂପେ ନିର୍ନ୍ଦ୍ଵନ୍ଦ୍ଵରେ ବିଜୟୀ ହୋଇଛନ୍ତି। ଦୃଢ଼ ମନୋବଳ ଏବଂ ଇଚ୍ଚାଶକ୍ତି ର ବିଜୟ ଅଟେ। ନୂଆପଡା ର ସର୍ବାଙ୍ଗୀନ ଉନ୍ନତି କରାଯିବ ବୋଲି ପ୍ରକାଶ କରିଛନ୍ତି। ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ରାସ୍ତା ନିର୍ମାଣ ଦାବିରେ ଧାନ ତଳି ରୋଇ ପ୍ରତିବାଦ କଲେ ମହିମା ଗ୍ରାମବାସୀ

Sunil Chandra Nayak

ଜିଲ୍ଲା ସ୍ତରୀୟ ଇନ୍ଦିରା ଗାନ୍ଧୀ ଙ୍କ ୩୮ ତମ ଶ୍ରାଦ୍ଧ ଦିବସ

Sunil Chandra Nayak

ବାଟବଣା ଶିଶୁ ଉଦ୍ଧାର ପରେ ଥଇଥାନ

Sunil Chandra Nayak

Leave a Comment

error: Content is protected !!