ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ଶିକ୍ଷକଙ୍କ ସ୍ତ୍ରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ

ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଚକାଡ଼ଙ୍ଗର ୩୫୩ ନଂମ୍ବର ଜାତୀୟ ରାଜପଥ ରେ ସଡ଼କ ଦୁର୍ଘଟଣାରେ ଶିକ୍ଷକ ନିର୍ମଳ ଦଳପତି ମୃତ୍ୟୁ ବରଣ କରିଥିଲେ। ଏହି ଦୁଃଖଦ ଖବର ଶୁଣି ଜିଆଇଏସ ସହାୟତା ବାବଦକୁ ୧୦୦୦୦/- ଟଙ୍କା ମୃତ ଶିକ୍ଷକଙ୍କ ସ୍ତ୍ରୀ ଙ୍କୁ ପ୍ରଦାନ କରିଛନ୍ତି। ସିଆରସିସି ପ୍ରଶାନ୍ତ କୁମାର ପଣ୍ଡା , ଜୋର୍ଡାନ ଜେ ସାମୁଏଲ, ଜାଫର ମହମ୍ମଦ, ସିଲୁ ମହାନ୍ଦନ ପ୍ରମୁଖ ଯୋଗଦେଇ ଥିଲେ। ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ନୂଆପଡା ଜିଲ୍ଲାରେ ବିଶ୍ଵ ନିଶା ସେବନ ନିରୋଧ ଦିବସ ପାଳିତ

Sunil Chandra Nayak

କାମାକ୍ଷନଗର ଏନ୍ ଏ ସି ରେ ବି ଜେ ଡି ର ସାଂଗଠନିକ କର୍ମଶାଳା

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

Leave a Comment

error: Content is protected !!