ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୃଷ୍ଟି ହୀନ ବୃଦ୍ଧା ମହିଳାଙ୍କୁ କେବେ ମିଳିବ ବିକଳାଙ୍ଗ ଭତା, ଚିନ୍ତାରେ ବୃଦ୍ଧା

ଗୋଳାମୁଣ୍ଡା,/୧୬/୭/ମସିହା/ଦୃଷ୍ଟି ହୀନ ମହିଳାଙ୍କୁ କେବେ ମିଳିବ ବୃଦ୍ଧା ଭତା,ବୃଦ୍ଧା ଭତା ପାଇଁ ଅନେକ ଥର ପଞ୍ଚାୟତରେ ଆବଶ୍ୟକ କାଗଜପତ୍ର ଦାଖଲ କରିଥିଲେ ବି କିଏ ଶୁଣୁ ନାହାନ୍ତି, ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ରେଙ୍ଗସାପାଳି ପଞ୍ଚାୟତର ପଦ୍ମପୁର ଗ୍ରାମର ଦୃଷ୍ଟି ହୀନ ମହିଳା ସିନ୍ଦ୍ର ମାଝୀ(୬୮)ସ୍ୱାମୀ ଭୀମ ମାଝୀ,ଯାହାର ସ୍ୱାମୀ ବ୍ୟତୀତ କୌଣସି ପୁଅ ଝିଅ ନାହିଁ, ଜଣେ ଦୃଷ୍ଟି ହୀନ ମହିଳା ପ୍ରତି ଗାଧୋଇବା, ଶୌଚ ରେ ସାହାଯ୍ୟ କରି ଥିବା ବେଳେ ନିଜର ସ୍ୱାମୀ ହି ପୋଖରୀ କୁ ଦୈନିକ ମଳମୂତ୍ର ଓ ଗାଧୋଇବା ପାଇଁ ନେଇଥାନ୍ତି, ମହିଳାର ସ୍ୱାମୀ ଭୀମ ମାଝୀ (୭୫)ଜଣେ ଗରୀବ ବ୍ୟକ୍ତି ଅଟନ୍ତି, ଦୈନିକ କୁଳି ମକୁରିଆ ଓ ସରକାରୀ ରାସନ ଚାଉଳ ବ୍ୟତୀତ କିଛି ନାହିଁ, ଦୃଷ୍ଟି ହୀନ ବୋଲି ଅଧାରକାର୍ଡଏପର୍ଯ୍ୟନ୍ତ ମିଲି ନ ଥିବାରୁ ଭତା ମିଳି ପାରୁ ନାହିଁ, ତେଣୁ ସରକାରଙ୍କୁ ନିବେଦନ କରିଛନ୍ତି, ବୃଦ୍ଧା ଙ୍କ ଦୃଷ୍ଟି ହୀନ ସମ୍ପର୍କରେ ଚପରିଆ ଡାକ୍ତର ଖନା ର ଅସିତ କୁମାର ସାହୁ ଙ୍କୁ ଗଣମାଧ୍ୟମ ପ୍ରତିନିଧି ରାମକୁମାର ସେନାପତି ଜଣାଇବାରୁ ସାଙ୍ଗେ ସାଙ୍ଗେ ବୃଦ୍ଧା ମହିଳା ପାଖରେ ପୁହୁଁଛି ଆଖି ଅପରେସନ କରିବାର ସୁ ବ୍ୟବସ୍ଥା ଗ୍ରହଣ କରିଛନ୍ତି ତେଣୁ ଗ୍ରାମର ଲୋକମାନେ ଓ ସମାଜ ସେବୀ ଉଦିଆ ନିଆଲ ଡାକ୍ତରଙ୍କୁ ଧନ୍ୟବାଦ ଜଣାଇଥିଲେ।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ପ୍ରଗତିଶୀଳ ମସିହା

Related posts

କାର କୁ ବଞ୍ଚାଇବାକୁ ଯାଇ ଯାତ୍ରୀବାହୀ ବସ ଦୁର୍ଘଟଣା : ଅଳ୍ପକେ ବର୍ତିଲେ ୪୦ ରୁ ଉର୍ଦ୍ଧ ଯାତ୍ରୀ 

Sunil Chandra Nayak

ରାଇରଙ୍ଗପୁର ଜଗନ୍ନାଥ ମନ୍ଦିରରେ ମକର ସଂକ୍ରାନ୍ତିରେ ଶ୍ରଦ୍ଧାଳୁଙ୍କ ଗହଳି

masiha

ଟାଟା କମ୍ପାନୀ ନିର୍ମିତ ସର୍ବସାଧାରଣଙ୍କ କୂଅ ଭିତରେ ମାଳ ମାଳ ବିଦ୍ୟୁତ ମୋଟର ରାତିଦିନ ଚାଲିଛି ବିଦ୍ବ୍ଯତ ସଂଯୋଗ କାହା ସ୍ବାର୍ଥରେ

masiha

Leave a Comment

error: Content is protected !!