ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶ୍ଵ ବନ ଦିବସରେ ବନପାଳ ସମ୍ମାନୀତ

ଡାବୁଗାଁ, ୨୧/୩ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବନାଞ୍ଚଳ ଅଧୀନ ମଇଦଲପୁର ସେକସନରେ କାର୍ଯ୍ୟରତ ବନପାଳ ଉମାକାନ୍ତ ପଟ୍ଟନାୟକ ବିଶ୍ଵ ବନ ଦିବସରେ ଶ୍ରେଷ୍ଠ ବନପାଳ ସମ୍ମାନ -୨୦୨୩ ଭାବେ ସମ୍ମାନୀତ ହୋଇଛନ୍ତି | ମଙ୍ଗଳବାର ଭୁବନେଶ୍ଵର ସ୍ଥିତ ଜୟଦେବ ଭବନରେ ଓଡିଶା ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଦ୍ଵାରା ବିଶ୍ଵ ବନ ଦିବସ ପାଳନ ଅବସରରେ ବନପାଳ ଉମାକାନ୍ତ ପଟ୍ଟନାୟକ ଙ୍କୁ ଶ୍ରେଷ୍ଠ ବନପାଳ ଭାବେ ପୁରସ୍କୃତ କରାଯାଇଛି | ଏଥିରେ ମେଡାଲ, ୧୦ ହଜାର ଟଙ୍କାର ଚେକ ସହ ପ୍ରମାଣପତ୍ର ପ୍ରଦାନ କରଯାଇଥିଲା | ଏନେଇ ନବରଙ୍ଗପୁର ବନଖଣ୍ଡ ଅଧିକାରୀ ପ୍ରସନ୍ନ କୁମାର ବେହେରା, ଡାବୁଗାଁ ବନାଞ୍ଚଳ ଅଧିକାରୀ ସେତୁରଞ୍ଜନୀ ଗମଙ୍ଗୋ ଓ ଡାବୁଗାଁ ବନାଞ୍ଚଳ ର ସମସ୍ତ ବନ କର୍ମଚାରୀ ମାନେ ତାଙ୍କୁ ଶୁଭେଛା ଜଣାଇଛନ୍ତି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଜିଆରଏସ୍ ଙ୍କ ମନମୁଖୀ କାର୍ଯ୍ୟକଳାପ ଯୋଗୁଁ ତାଙ୍କ ବଦଳୀକୁ ନେଇ ବିଡ଼ିଓଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର

Sunil Chandra Nayak

ସିନାପାଲି ଜୟ ଜଗନ୍ନାଥ ସାମ୍ବାଦିକ ସଂଘରେ ୮୦ତମ ସ୍ୱାଧୀନତା ଦିବସ ପାଳିତ ଦେଶପ୍ରେମ ଓ ଜାତୀୟତାର ଭାବନାରେ ଉତ୍ସବମୁଖର ସାମ୍ବାଦିକ ସଂଘ ପରିସର

Sunil Chandra Nayak

ବନବନ୍ଧୁ ପରିଷଦ ମହିଳା ସମିତିର ପ୍ରଶଂସନୀୟ ପଦକ୍ଷେପ: ରାଉରକେଲାରେ ଥଣ୍ଡା ପାନୀୟ ଜଳ ମେସିନ୍ ଉଦ୍ଘାଟିତ

Leave a Comment

error: Content is protected !!