ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିବାହିତା ମହିଳାଙ୍କ ଆତ୍ମହତ୍ୟା

ବିବାହିତା ମହିଳାଙ୍କ ଆତ୍ମହତ୍ୟା

ଲାଞ୍ଜିଗଡ଼,୨୮/୧୧(ମନିସ)-କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ନର୍ଲା ଥାନା, ସିକେରକୁପା ଫାଣ୍ଡି ଅନ୍ତର୍ଗତ କାଉଗୁଡ଼ାଠାରେ ଜଣେ ବିବାହିତା ମହିଳା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ! ମ୍ରୁତ ମହିଳା ଜଣକ କାଉଗୁଡ଼ାର ବୁଦ୍ଧିମନ୍ତ ଗଉଡ଼ଙ୍କ ପତ୍ନୀ ସୁଶୀଳା ଗଉଡ଼ ବୋଲି ଜଣାପଡ଼ିଛି ! କୌଣସି କାରଣକୁ ନେଇ ସେ ନିଜଘରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବାବେଳେ ଖବର ପାଇ ସିକେରକୁପା ଫାଣ୍ଡି ଅଧିକାରୀ ମୀନାରାଓ ଶବର ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ତଦନ୍ତ ଆରମ୍ଭ କରିଥିଲେ ! ଘଟଣାର ଗୁରୁତ୍ବ ଦ୍ରୁଷ୍ଟିରୁ ନର୍ଲା ଡିଏସପି ପ୍ରଦୋଷ ପ୍ରଧାନ, ଏସ୍ଆଇ କ୍ରୁତ୍ତିବାସ ପୁଝାରୀ ପ୍ରମୁଖ ଘଟଣାସ୍ଥଳ ପରିଦର୍ଶନ କରିଥିଲେ ! ସେହିପରି ତଦନ୍ତରେ ପୁଲିସ କର୍ମଚାରୀ ବିଶ୍ବନାଥ ମହଲା ସହଯୋଗ କରିଥିଲେ ! ଏନେଇ କେସ୍ ନଂ ୧୧/ ୨୩ରେ ଏକ ଅପମ୍ରୁତ୍ୟୁ ମାମଲା ରୁଜୁ କରାଯାଇଛି !

ଲାଞ୍ଜିଗଡ଼ ରୁ ସୁଶିଲ କୁମାର ବାଗ ଙ୍କ ରିପୋର୍ଟ୍ 

Related posts

ନୂତନ ପଞ୍ଚାୟତ ଗୃହ ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ 

masiha

ଫୁଲବାଣୀ ପୋୖର ପରିଷଦ ପାଣ ସମାଜ ଗଠିତ

Sunil Chandra Nayak

ମଣିଷ ଖିଆ ଘାଟି ରେ ଓଲଟିଲା ବସ, କ୍ରୀଡା ଶିକ୍ଷକ ମୃତ,20 ଛାତ୍ର ଛାତ୍ରୀ ଆହତ

masiha

Leave a Comment

error: Content is protected !!