ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଦ୍ୟାଳୟରେ କଦଳୀ ଗଛ ଲଗାଇ ଦିଦି ଖାଇବାକୁ ଦେଲେ ଛାତ୍ର/ଛାତ୍ରୀ ମାନଙ୍କୁ ପାଚିଲା କଦଳୀ     

ନବରଙ୍ଗପୁର–(ମସିହା) ବିଦ୍ୟାଳୟ ଏକ ମଣିଷ ତିଆରି କାରଖାନା ର ଶିକ୍ଷକଙ୍କ ମହତ୍ୱପୂର୍ଣ୍ଣ ଭାବନା। କଦଳୀ ଵୃକ୍ଷ ରୋପଣ ତାର ଯତ୍ନ ପରେ କଦଳୀ ଗଛର ଫଳ ପ୍ରଦାନ ପରେ ପିଲାମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ପାଇଁ କଦଳୀ ପିଲାମାନଙ୍କୁ ପ୍ରଦାନ ରେ ଅଂଶଗ୍ରହଣ କରି ବୃକ୍ଷ ର ମହତ୍ ଗୁଣ ସହ ବୃକ୍ଷ ଜୀବନ କାଳ ଭିତରେ ସବୁକିଛି ଦେଇଥାଏ। ମଣିଷ ଠାରୁ କିଛି ନେଇ ନଥାଏ।କେବଳ ଗଛର ଜତ୍ନ। ଏଭଳି ମହତ ବାର୍ତ୍ତା ଦେବାସହ ପ୍ରତ୍ୟେକ ବିଦ୍ୟାଳୟ ରେ ବୃକ୍ଷ ରୋପଣ କରି ପରିବେଶ କୁ ସରସ ସୁନ୍ଦର କରିବା ଆବଶ୍ୟକତା ଅଛି। ବିଦ୍ୟାଳୟ ର ସମସ୍ତ ଛାତ୍ରଛାତ୍ରୀ କୁ କଦଳୀ ପ୍ରଦାନ କରାଯାଇଥିଲା। ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ ରନ୍ଧାରୀ ଦିଦି ଭଳି ଅନ୍ୟ ଶିକ୍ଷକ/ଶିକ୍ଷୟତ୍ରୀ ମାନଙ୍କ ପ୍ରୟାସ ରହିବା ଉଚିତ।ବ୍ରୁକ୍ଷ ରୋପଣ ହେବା ସହ ପରିବେଶ ସୁନ୍ଦରର ବାର୍ତ୍ତା ଦେଇଛନ୍ତି ଶିକ୍ଷୟତ୍ରୀ ଜଣକ।ତେଣୁ ଗଛ ଲଗାଅ,ସୁସ୍ଥ ପରିବେଶ ସ୍ରୁଷ୍ଟି କରାଅ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍

Related posts

ଯାହାଡା ରେ ଦଣ୍ଡକାଳି ମନ୍ଦିର ପ୍ରତିଷ୍ଠା 

ବ୍ଲକ ସ୍ତରୀୟ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ପ୍ରଶିକ୍ଷଣ ଶିବିର

Sunil Chandra Nayak

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ର୍ଭଚୁଆଲ ବୈଠକ ମାଧ୍ୟମରେ ନୂତନ ଥାନା ଉଦଘାଟିତ 

Sunil Chandra Nayak

Leave a Comment

error: Content is protected !!