ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୈାରପାଳିକା ପକ୍ଷରୁ ଉଠା ଦୋକାନୀଙ୍କୁ  ସ୍ବଚ୍ଛ ସାଥିମାନଙ୍କ ଦ୍ବାରା ସଚେତନତା କାର୍ଯ୍ୟକ୍ରମ

ଆଜି ଢେଙ୍କାନାଳ ବସଷ୍ଟାଣ୍ଡରେ ଥିବା ଠେଲା ବେପାରୀ ଦହିବରା,ପଇଡ଼,ଆଖୁରସ ଓ ଅନ୍ୟାନ୍ୟ ଉଠା ଦୋକାନୀଙ୍କୁ ପୌରପାଳିକା ସ୍ୱଚ୍ଛ ସାଥିମାନଙ୍କ ଦ୍ବାରା ଅଳିଆ ଆବର୍ଜ୍ଜନା କୁ ଏଣେତେଣେ ନପକାଇ ଏକତ୍ରିତ ଭାବେ ଡଷ୍ଟବିିିିନ  ରେ ପକାଇବା ଓ ଆମ ସହରକୁ ସ୍ବଚ୍ଛ ସହର ଭାବେ ଗଢି ତୋଳିବା ପାଇଁ ସଚେତନ ବାର୍ତ୍ତା ବାଣ୍ଟିଥିଲେ। ଏହି କାର୍ଯ୍ୟକ୍ରମଟି ପୌରନିର୍ବାହି ଅଧିକାରୀ ଶ୍ରୀଯୁକ୍ତ ତରୁଣ କୁମାର ମହାପାତ୍ର ତତ୍ବାବଧାନରେ ହୋଇଥିବାବେଳେ ପୌରପାଳିକା କର୍ମଚାରୀ ଓ ସ୍ବଚ୍ଛ ସାଥିମାନେ ଯୋଗ ଦେଇଥିଲେ।

ଶୁଭମ ପାଣି ଙ୍କ ରିପୋର୍ଟ 

Related posts

ରାଜ୍ୟ ପ୍ରାଥମିକ ଶିକ୍ଷକ(ଏକ୍ସକ୍ୟାଡ଼ର)ମହାସଂଘ ,ଓଡ଼ିଶାର ସାଂଗଠନିକ ବୈଠକ

masiha

ତେନ୍ତୁଳିଖୁଣ୍ଟି ବ୍ଲକ ରେ ଜୀବିକା ପାଇଁ ବିଭିନ୍ନ ସରକାରୀ ଯୋଜନା ସମ୍ପର୍କିତ ତାଲିମ ଓ କର୍ମଶାଳା

Sunil Chandra Nayak

ଆରମ୍ଭ ହେଲା ଖଡ଼ିଆଲ ମହୋତ୍ସବ ୨୦୨୩

Sunil Chandra Nayak

Leave a Comment

error: Content is protected !!