ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉତ୍କେଲାରେ ସରପଞ୍ଚ ନରେନ୍ଧ୍ର ମାଝି ସମିତିସଭ୍ୟ ତ୍ରିନାଥ ମାଝି ବିଜୟ

ଉତ୍କେଲା୨୮/୦୨,ତ୍ରିସ୍ତରିୟ ପଞ୍ଚାୟତ ନିର୍ବାଚନ ଉତ୍କେଲା ଗ୍ରାମପଞ୍ଚାୟତ ରେ ନରେନ୍ଧ୍ର ମାଝି ୪୪୬ ଭୋଟରେ ଦ୍ବିତୀୟ ରେ ବାପି ବେହେରା ଙ୍କୁ ହରାଇ ଜିତିଛନ୍ତି,।ଏବଂ ସମିତିସଭ୍ୟ ତ୍ରିନାଥ ମାଝି ୬୮ ଭୋଟରେ ପଦ୍ମନ ମାଝି ଙ୍କୁ ହରାଇ ବିଜୟ ଲାଭ କରିଛନ୍ତି।

ଅର୍ଜୁନ ପୋଡ଼ ଙ୍କ ରିପୋର୍ଟ

Related posts

ଥୁଆମୂଳ ରାମପୁର ବ୍କକ ମୁଖ୍ଯାଳୟ ନିକଟରେ ଥିବା ଦେରଗୁଡା ଗ୍ରାମକୁ ବିକାଶ ଅପହଞ୍ଚ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ବନ୍ୟ ଜନ୍ତୁ ସପ୍ତାହ 2022 ପାଳିତ 

Sunil Chandra Nayak

Leave a Comment

error: Content is protected !!