ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନ୍ୟୁ ଇଣ୍ଡିଆ ଦ୍ବାରା ଜୀବିକା ଓ ଉଦ୍ୟୋଗ ବିକାଶ କାର୍ଯ୍ୟକ୍ରମ

ନ୍ୟୁ ଇଣ୍ଡିଆ ସ୍ବେଛାସେବୀ ଅନୁଷ୍ଠାନ ଏବଂ ନାବାର୍ଡ ଆଞ୍ଚଳିକ କ୍ରାର୍ଯ୍ୟାଳୟ ଓଡିଶା ସହାୟତାରେ ଗଁଦିଆ ବ୍ଲକର ନବେ ଜଣ ସ୍ବୟଂ ସହାୟକ ଗୋଷ୍ଠି ର ସଭ୍ୟ/ସଭ୍ୟାଙ୍କୁ ଜୀବିକା ଓ ଉଦ୍ୟୋଗ ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ଉପାଦେୟ ଭିତ୍ତିକ କାଠ କଣ୍ଡେଇ ପ୍ରଶିକ୍ଷଣ ଦିଆଯାଇ ତାଙ୍କୁ ରୋଜଗାର କ୍ଷମ କରାଇ ସମାଜର ମୁକ୍ଷ ସ୍ରୋତରେ ସାମିଲ ହେବାପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆସନ୍ତା 01.04.2023 ରିଖ ଠାରୁ ଆରମ୍ଭ ହେବ ,ଆରମ୍ଭ ହେବା ପୂର୍ବରୁ କାର୍ଯ୍ୟକ୍ରମ ପରିଚାଳନା ଏବଂ ତଦାରଖ କମିଟି ର ବୈଠକ ଜିଲ୍ଲା ବିକାଶ ପରିଚାଳକ ନାବାର୍ଡ ପ୍ରଶାନ୍ତ କୁମାର ଦାସ ଙ୍କ ଅଧ୍ୟକ୍ଷତାରେ କମିଟି ମେମ୍ବର ଆକ୍ସିସ ବ୍ୟାଙ୍କ ଗଁଦିଆ ଶାଖା, ଉପ ପରିଚାଳକ ସତ୍ୟଜିତ କର,କବିତା ରାଉତ,ସଦାନନ୍ଦ ଓଝା,କୈଳାଶ ଚନ୍ଦ୍ର ରାଉତ ଏବଂ ନ୍ୟୁଇଣ୍ଡିଆ ଅନୁଷ୍ଠାନର ସମ୍ପାଦକ ଶେଷଦେବ ରାଉତ ଉପସ୍ଥିତ ସମସ୍ତ ସ୍ବୟଂ ସହାୟକ ଗୋଷ୍ଠିର ସଭ୍ୟ/ସଭ୍ୟାଙ୍କୁ ଉକ୍ତ ପ୍ରକଳ୍ପ ବିଷୟରେ ଅବଗତ କରାଇଥିଲେ I

ଶୁଭମ ପାଣି ଙ୍କ ରିପୋର୍ଟ 

Related posts

ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧି କେନ୍ଦ୍ରକୁ ଉଦଘାଟନ କଲେ ତହସିଲଦାର 

masiha

ଡାବୁଗାଁ ଅଗ୍ନିଶମ ସେବା ସଂସ୍ଥା ତରଫରୁ ୨ଟି ବିଦ୍ୟାଳୟରେ ମକ୍ ଡ୍ରିଲ ପ୍ରଦର୍ଶନ

masiha

ଭୂମିହୀନଙ୍କୁ ଘର ଡିହ ପଟ୍ଟା ବଣ୍ଟନ

Sunil Chandra Nayak

Leave a Comment

error: Content is protected !!