ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପବିତ୍ର ରାମ ନବମୀରେ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ କାର୍ଯ୍ୟକ୍ରମ ରେ CRCC ବାବୁଲାଲ ହରିଜନ

ନବରଙ୍ଗପୁର–(ମସିହା) ପବିତ୍ର ରାମ ନବମୀ ଦିବସରେ CRCC ବାବୁଲାଲ ହରିଜନ ଶିକ୍ଷକ/ଶିକ୍ଷୟତ୍ରୀ ମାନଙ୍କୁ ହନୁମାନ ଚାଳିଶା ଓ ଭାଗବତ ବଣ୍ଟନ କରିଥିଲେ। ଜୀବନ କୁ ସରସ ସୁନ୍ଦର ପାଇଁ ଭାଗବତ ପଠନ ରେ ଜୀବନ ପରିମାର୍ଜିତ ହେଵା ନିଶ୍ଚିତ। ବାପା ମାଆ ର ଅର୍ଥ ଵା ରୁ ବାୟୁ ମା ରୁ ମାଟି ,ମା ରୁ ମାଟି ଓ ଆ ରୁ ଆକାଶ ବୋଲି ଆଲୋଚନା ସହ ପିଲାମାନଙ୍କ ଧି ଶକ୍ତି ପାଇଁ,ରାମ ଭକ୍ତ ହନୁମାନଙ୍କ କାର୍ଯ୍ୟକୁ ମନେ ପକାଇବାକୁ ହନୁମାନ ଚାଳିଶା ପାଠ ଦ୍ଵାରା ଜୀବନ ଉନ୍ନତି ନିଶ୍ଚିତ। ସମାଜର ଲୋକଙ୍କ ଭିତରେ ଆଧ୍ୟାତ୍ମିକ ଭାବନା ଉଦ୍ରେକ ପାଇଁ ବାବୁଲାଲ ତରଫରୁ ଛୋଟ ପ୍ରୟାସ।ଜୟ ଶ୍ରୀ ରାମ। ପ୍ରlରମ୍ଭ କାର୍ଯ୍ୟକ୍ରମ ରେ 50 ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଅଂଶଗ୍ରହଣ କରିଥିଲେ। ରାମ ନବମୀ ବିଶେଷ ଦିନ କୁ ମନେ ରଖିବା ପାଇଁ ହନୁମାନ ଚାଳିଶା ପାଠ ଜରୁରୀ ଅଟେ ବୋଲି ସେ ତାଙ୍କର ମତାମତ ସମସ୍ତ ଶିକ୍ଷକ/ଶିକ୍ଷୟତ୍ରୀମାନଙ୍କୁ ଦର୍ଶାଇଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍

Related posts

ବରିଷ୍ଠ କଳାକାର ସଂଘର ଶୋକସଭା

ସୁପର ସ୍ପେସାଲିଟି ହସ୍ପିଟାଲ କୁ ଏମ୍ସ ଦ୍ବାରା ପରିଚାଳନା ଓ ଅନ୍ୟାନ୍ୟ ଦାବିରେ କୋଏଲନଗର ଠାରେ ଆଲୋଚନା ସଭା, ବ୍ୟାପକ ଆନ୍ଦୋଳନ ପାଇଁ ଆହ୍ୱାନ

ବିଶ୍ବରତ୍ନ ବାବାସାହେବ ଡ. ବି. ଆର୍ ଆମ୍ବେଦକରଙ୍କ ୧୩୨ତମ ଜନ୍ମଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak

Leave a Comment

error: Content is protected !!