ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାତୃ ଓ ଶିଶୁ ପୋଷଣ କେନ୍ଦ୍ର ଉଦଘାଟନ କଲେ ଜିଲ୍ଲାପାଳ

ରାୟଗଡ଼ା – ତା ୦୨/୦୩ ରିଖ୍ ରେ ରାୟଗଡାର ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ରଙ୍କ ଦ୍ଵାରା ଗୁଣୁପୁର ବ୍ଲକ ଅନ୍ତର୍ଗତ ପୁଟାସିଂ ଅଂଚଳ ଗସ୍ତ କରି ଆବାଡା ଓ କୋରେଦା ଗ୍ରାମରେ ନୂତନ ନିର୍ମିତ ମାତୃ ଶିଶୁ ପୋଷଣ କେନ୍ଦ୍ରର ଉଦ୍ଘାଟନ କରିଥିଲେ।

ରାୟଗଡ଼ା ଜିଲ୍ଲାର ଆଦିମ ଜନଜାତିଙ୍କ ଉନ୍ନତି, ମାତୃ ଓ ଶିଶୁ ପୋଷଣ ହିନତା ରୋକିବା ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଏହି କାର୍ଯ୍ୟକମ୍ କରାଯାଇଥିଲା। ପ୍ରଥମେ ଜିଲ୍ଲାପାଳଙ୍କ ଦ୍ଵାରା ନୂତନ ନିର୍ମିତ ମାତୃ ଓ ଶିଶୁ ପୋଷଣ କେନ୍ଦ୍ରର ଉଦ୍ଘାଟନ କରାଯାଇଥିଲା। ତାପରେ ସୁଖିଲା ଖାଦ୍ୟ ଓ ସାହାୟତା ପ୍ରଦାନ୍ କରାଯାଇଥିଲା। ଯୁଗଳ କିଶୋର ଜେନାଙ୍କ ରିପୋର୍ଟ।

Related posts

କୋକସରା ଆଦର୍ଶ ବିଦ୍ୟାଳୟରେ ଦୁଇ ଦିବସୀୟ ବାର୍ଷିକ କ୍ରୀଡା ଉଦଘାଟିତ

Sunil Chandra Nayak

ମା’ ତାରାତାରିଣୀଙ୍କ ନୂତନ ଭବ୍ୟ ମନ୍ଦିର ପ୍ରତିଷ୍ଠା ଉତ୍ସବ

Sunil Chandra Nayak

ଚକ୍ରାନ୍ତକାରୀଙ୍କ ବଲୟରେ ପ୍ରସିଦ୍ଧ ହାବସପୁରୀ ଶାଢୀର ଏନ୍ତୁଡିଶାଳ ଆଜି ବିପର୍ଯ୍ୟସ୍ତ

Sunil Chandra Nayak

Leave a Comment

error: Content is protected !!