ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଢେଙ୍କାନାଳ ଜିଲ୍ଲା ର ପଶ୍ଚିମ ସର୍କଲ ସ୍ଥାୟି କମିଟି ଘୋଷିତ 

ଢେଙ୍କାନାଳ ୨୨ବିଶ ବୁଣା ପାଣ ଜାତି ସମାଜ ମହାସଂଘ ରେ ନଂ ୫୪୧୭/୦୭ ଙ୍କ ଅIନୁକୁଲ୍ୟରେ ପଶ୍ଚିମ ସର୍କଲ ଜେନା ଦେଶର ଗତ ତା O୪/O୪/୨୩ ରିଖରେ ମୁକ୍ତାପଶି ଠାରେ ମହାଆଡ଼ମ୍ବର ସହ ପୂର୍ବରୁ ଘୋଷିତ ଚୁଡାନ୍ତ ସ୍ଥାୟି କମିଟି ତାଲିକା ଜିଲ୍ଲା ସଭାପତି ଶ୍ରୀଯୁକ୍ତ ପ୍ରଫୁଲ କୁମାର ନାଏକ ଏବଂ ସମ୍ପାଦକ ଶ୍ରୀଯୁକ୍ତ କୁଳମଣୀ ନାଏକ ଙ୍କ ଦ୍ଵାରା ପଞ୍ଜକୃତ ହୋଇଯାଇଛି I ସ୍ଥାୟୀ କମିଟି ର ଉପଦେଷ୍ଟା ଦାୟିତ୍ଵରେ ପଥର ଖମ୍ବ ଗ୍ରାମର ଶ୍ରୀଯୁକ୍ତ ସୁଦାମ ନାଏକ ସର୍କଲ ବେହେରା ଗIଲୁ କାଟେଣୀ ଗ୍ରାମ ର ନିରଞ୍ଜନ ନାଏକ ଉପ ବେହେରା ଗୋପି ଗାଡ଼ିଆ ଗ୍ରାମ ର ଶ୍ରୀଯୁକ୍ତ ଦାରୁଣ ନାଏକ ସମ୍ପାଦକ ମୁକ୍ତାପଶି ଗ୍ରାମର ଶ୍ରୀଯୁକ୍ତ ରୋହିତ ନାଏକ କୋଷାଧକ୍ଷ ସିବୁଳାପଶି ଗ୍ରାମର ଶ୍ରୀଯୁକ୍ତ ପବନା ନାଏକ ନୂତନ ସାଇ ବେହେରା ସୁଣ୍ଢିକାଟେଶୀ ଗ୍ରାମ ର ଶରତ ନା ଏକ ନୂତନ ସାଇ ବେହେରା ନିଳାପଶି ଗ୍ରାମ ର ଶ୍ରୀଯୁକ୍ତ ପରିକ୍ଷିତ ନାମକ ଏବଂ ଜିଲ୍ଲା କମିଟି ସେମ୍ବର ଭାବେ ଗାଲୁ ଗ୍ରାମର ଶରତ ନାଏକ ମୁକ୍ତାପଶି ଗ୍ରାମ ର ମହୁର ନାଏକ ଙ୍କ ନାମ ଜିଲ୍ଲା ସଭା ଖାତାରେ ପଞ୍ଜିକୃତ ହୋଇ ଯାଇଛି I ଦୃନିତିବାରଣ ତଥା ଆଗକୁ କିପରି ଉନ୍ନତି ଭିତ୍ତିକ କାର୍ଯ୍ୟକ୍ରମ କରାଯିବ ସେ ନେଇ ବିସ୍ତୃତ ଆଲୋଚନା ହୋଇଥିଲା।

ଶୁଭମ ପାଣି ଙ୍କ ରିପୋର୍ଟ 

Related posts

କଳାହାଣ୍ଡି ଜିଲ୍ଲା ମା ମାଣିକେଶ୍ବରୀ ନିର୍ମାଣ ଶ୍ରମିକ ସଂଘ ପକ୍ଷରୁ ବୈଠକ ଅନୁଷ୍ଠିତ

masiha

ରାଜ୍ୟ ସ୍ତରୀୟ କବିତା ପାଠୋତ୍ସବ

Sunil Chandra Nayak

ଖଡ଼ିଆଳ ରାଜା ଆର୍ତ୍ତତ୍ରାଣ ହାଇସ୍କୁଲ ପଡ଼ିଆ ଠାରେ ୭୪ ତମ ଉପଖଣ୍ଡ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!