ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ମା ତାରିଣୀଙ୍କ କଳସ ଯାତ୍ରା ଅନଷ୍ଠିତ 

ଢେଙ୍କାନାଳ(ମନିସ )୦୪/୦୪_ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର NAC ସ୍ଥିତ ଇଲେକ୍ଟ୍ରିକ ଅଫିସ ପାଖରେ ଥିବା ମା ତାରିଣୀ ମନ୍ଦିର ର ଆଜି କଳସ ଯାତ୍ରା l

ଆଖ ପାଖ ଗ୍ରାମରୁ ଶତାଧିକ ମହିଳା ଏହି କଳସ ଯାତ୍ରାରେ ସାମିଲ ହୋଇଥିଲେ l ନିକଟସ୍ଥ ରାମିୟାଳ ନଦୀକୂଳରେ ପଣ୍ଡିତଙ୍କ ଦ୍ଵାରା ପୂଜାର୍ଚ୍ଚନା କରି କଳସରେ ପାଣି ଭରି ମା ଙ୍କ ନିକଟକୁ ଆସିଥିଲେ l ଆସିଲେବେଳେ ସଂକୀର୍ତନ ମଣ୍ଡଳୀଙ୍କ ଦ୍ଵାରା କଳସ ଯାତ୍ରା ହୋଇଥିଲା l ଏହା ଆଳତୁମା ଗ୍ରାମ ଦେଇ ମା ଙ୍କ ନିକଟରେ ପହଂଚି ଥିଲା lବିଶ୍ୱାସ ଅଛି କି ମା ଙ୍କର କଳସ ଯାତ୍ରାରେ ସାମିଲ ହେଲେ ମନସ୍କାମନା ପୂର୍ଣ୍ଣ ହୋଇଥାଏ l ଆଜି ଠାରୁ ତିନିଦିନ ଧରି ମା ତାରିଣୀ ଙ୍କର ହୋମ, ଯଜ୍ଞ,ପୂଜାର୍ଚ୍ଚନା ଚାଲୁ ରହିବ ଏବଂ ଶେଷ ଦିନରେ ହରିହାଟର ବ୍ୟବସ୍ଥା କରାଯିବ ବୋଲି ସୂଚନା ଦେଇଛନ୍ତି କଳସ ଯାତ୍ରାର କର୍ତ୍ତା ନଳିନୀ ଶଙ୍କର ରଥ l

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଦଶମ ବାର୍ଷିକ ତ୍ରିଦିବସୀୟ ବିଶ୍ଵଶାନ୍ତି ମହାଯଜ୍ଞ

Sunil Chandra Nayak

ନିଆଁରା ପରମ୍ପରା,ମା ହିଙ୍ଗୁଳାଙ୍କ କଚେରିରେ ଶରଣାଗତ ହେଲେ ମାନସିକଧାରୀ

Sunil Chandra Nayak

ତାରିଣୀ ପୀଠରେ ଚଣ୍ଡୀ ମହାଯଜ୍ଞ

Sunil Chandra Nayak

Leave a Comment

error: Content is protected !!