ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତରବୋଡ଼ ଠାରେ ସଡ଼କ ସୁରକ୍ଷା ସପ୍ତାହ ପାଳିତ

ନୂଆପଡା,୦୫.୦୪.ନୂଆପଡ଼ା ଜିଲ୍ଲା କୋମନା ବ୍ଳକ ତରବୋଡ ଠାରେ ସଡକ ସୁରକ୍ଷା ସପ୍ତାହ ଅବସର ରେ .ନାଟକ ମାଧ୍ୟମ ରେ ସଚେତନତା କରାଯାଇଥିଲା,ତରବୋଡ ପୋଲିସ ର ତତ୍ବାବଧାନ ରେ ଆୟୋଜନ ହୋଇଥିଲା । ଖଡିଆଳ ର ବରିଷ୍ଟ କଲାକାର ଜିତେନ୍ଦ୍ର ପଟ୍ଟନାୟକ ଓ ସାଥି କଲାକାର ମାନେ ନାଟକ ଓ ଗିତ ପରିବେଶଣ କରି ମୋଟର ସାଇକେଲ ଚଲାଇବା ସମୟ ରେ ହେଲମେଟ ପରିଧାନ କରିବାସହ ୧୮ ବର୍ଷ ରୁ ଉର୍ଦ ବୟସ୍କ ମାନେ ଲାଇସେନ୍ସ ପ୍ରାପ୍ତ ପରେ ଯାନବାହାନ ବ୍ୟବହାର କରିବା ପାଇଂ ସଚେତନତା କରିଥିଲେ । ଏହି ଅବସର ରେ ସ୍ଥାନୀୟ ସ୍ବେଚ୍ଛାସେବୀ ମାନଙ୍କ ସହ ହାଇସ୍କୁଲ ର ଛାତ୍ର ଛାତ୍ରି ଶିକ୍ଷକ ଶିକ୍ଷୟତ୍ରି ପୋଲିସ କର୍ମଚାରୀ ଓ ସମାଜସେବୀ ମାଧୋ ପ୍ରସାଦ ସାହୁ ପ୍ରତେକ୍ଷ ଭାବରେ ଯୋଗଦାନ କରିଥିଲେ |

ସୁଜିତ କୁମାର ପ୍ରଧାନ ନୂଆପଡା

Related posts

କୁସୁମଖୁଣ୍ଟି ଠାରେ ଇନ୍ଦ୍ରାବତୀ ବାମ କେନାଲ ଡିଭିଜନ ପକ୍ଷରୁ ପାଣି ପଂଚାୟତ ପକ୍ଷ ପାଳନ

Sunil Chandra Nayak

ଓପିଏସସି ପରୀକ୍ଷାରେ ଉତ୍ତୀର୍ଣ୍ଣ ରାମେଶ୍ଵରୀ ହିକକାଙ୍କୁ ସମ୍ମାନିତ

Sunil Chandra Nayak

ମୌସୁମୀ ର ଆଗମନ: ଚାଷୀକୁ ମିଳିଲା ଆସ୍ବସ୍ତି

Sunil Chandra Nayak

Leave a Comment

error: Content is protected !!