ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

କେସିଙ୍ଗା ରାସ୍ତାରେ କନ୍ଧମାଳ ପୋଲିସ ୩୬ ଘାଣ୍ଟରେ ଲୁଟେରା ଙ୍କୁ ଧରିଲେ । ୧୭ ଲକ୍ଷ ୫୦ ହଜାର ଟଙ୍କା ଜବତ କଲେ

କନ୍ଧମାଳ ଜିଲ୍ଲା ପୋଲିସ କୁ ମିଳିଛି ବଡ଼ ସଫଳତା । ଲୁଟେରା ଗ୍ୟାଙ୍ଗ ଠାରୁ ଜବତ କଲେ ୧୭ ଲକ୍ଷ ୫୦ ହଜାର ଟଙ୍କା। ସୂଚନାଯୋଗ୍ୟ ତା ୩/୪/୨୦୨୩ ରିଖ ଦିନ ଅପରାହ୍ନ ୧୧.୨୦ ମିନିଟ ସମୟରେ ଫୁଲବାଣୀ ଟାଉନ ଥାନା ଅନ୍ତର୍ଗତ ଫୁଲବାଣୀ ସହର ମଧ୍ୟସ୍ଥ ବ୍ରାହ୍ମଣ ସାହି ର ଅଶ୍ୱିନୀ ପାତ୍ର ଏବଂ ତାଙ୍କ ଗୁମାସ୍ତା ରମେଶ ଚନ୍ଦ୍ର ପ୍ରଧାନ ଏସ ବି ଆଇ ବ୍ୟାଙ୍କ ରେ ୧୦ ଲକ୍ଷ ଟଙ୍କା ଡିପୋଜିଟ କରିବା ପରେ ବାକି ୧୭ ଲକ୍ଷ ୫୦ ହଜାର ଟଙ୍କା ଗୋଟିଏ ବ୍ୟାଗରେ ରଖି ତାଙ୍କର ସ୍କୁଟି ଯୋଗେ ଡିପୋଜିଟ କରିବା ପାଇଁ ଏକ୍ସିସ ବ୍ୟାଙ୍କ ଯିବା ବାଟରେ ରେଡ଼ରୋଜ ହଟେଲ ସମ୍ମୁଖରେ ଦୁଇ ଜଣ ଲୁଟେରା ଗୋଟିଏ ୨୨୦ ପଲସର ଗାଡି ରେ ଆସି ସେମାନଙ୍କୁ ଧକ୍କା ମାରି ଥିଲେ।ସେମାନେ ତଳେ ପଡି ଯାଇଥିଲେ। ସେହି ଦୁଇ ଜଣ ଲୁଟେରା ଉକ୍ତ ଟଙ୍କା ବ୍ୟାଗକୁ ଧରି କଟରିଙ୍ଗିଆ, ଗୋଛାପଡା ଆଡକୁ ଦ୍ରୁତ ଗତିରେ ପଳାଇଯାଇଥିଲେ। ଏହି ଘଟଣା ର ଖବର ପାଇ ଟାଉନ ଥାନା ପୋଲିସ ଘଟଣା ସ୍ଥଳକୁ ଯାଇ ନିକଟସ୍ଥ ବ୍ୟାଙ୍କ,ହଟେଲ ,ଘର ମାନ ଙ୍କରେ ଲାଗିଥିବା ସିସି ଟିଭି ଫୁଟେଜ ସଂଗ୍ରହ କରି ସର ଜମିନ ତଦନ୍ତ ଆରମ୍ଭ କରିଥିଲା। ଏହି ଘଟଣା ବିଷୟରେ ଫୁଲବାଣୀ ଆଦର୍ଶ ଟାଉନ ଥାନା ଆଇ ଆଇ ସି ଅଶୋକ କୁମାର ଗିରି ଆସାମୀ ମାନେ ଜଣେ ଦୋକାନୀର ଟଙ୍କା ବ୍ୟାଗ ନେଇ ଏକ ପଲସର ଗାଡ଼ିରେ ପଳାଇବା କଥା ଫିରିଙ୍ଗିଆ ଥାନା,ଖଜୁରିପଡା ଥାନା ,ଗୋଛାପଡା ଥାନା ଏବଂ ସଦର ଥାନା କୁ ଖବର ଦେଇଥିଲେ। ଲୁଟ ଘଟଣା ର ଖବର ପାଇ ସମସ୍ତ ଥାନା ଗାଡି ଗୁଡିକ ଚେକିଂ ଆରମ୍ଭ କରିଥିଲେ। ଗୋଛାପଡା ଥାନା ପୋଲିସ ଗାଡ଼ି ଚେକିଙ୍ଗ କରୁଥିବା ବେଳେ ସେହି ଦୁଇ ଲୁଟେରା ପୋଲିସ କୁ ଦେଖି ଗାଡି ବୁଲାଇ ପଳାଇ ଯାଇଥିଲେ। ଗୋଛାପଡା ଥାନା ପୋଲିସ ଟିମ ସେହି ଗାଡି କୁ ପିଛା କରିବା ରୁ ଲୁଟେରା ମାନେ ଖଜୁରୀ ଗାଁ ରାସ୍ତା ଦେଇ ପଳାଉ ଥିବା ବେଳେ ରାସ୍ତା ନ ପାଇ ଗାଡ଼ି ସେଠାରେ ଛାଡି ଦେଇ ନିଘଞ୍ଚ ଜଙ୍ଗଲ ଭିତରକୁ ଦୌଡ଼ି ପଳାଇଯାଇଥିଲେ। ପୋଲିସ ସେଠାରେ ପହଞ୍ଚି ଗାଁ ଲୋକଙ୍କ ସହାର୍ଯ୍ୟ ରେ ସେହି ଅଞ୍ଚଳ କୁ ଘେରାଉ କରି ଆସାମୀ ମାନଙ୍କୁ ଖୋଜିଥିଲେ। ଆସାମୀ ମାନଙ୍କୁ ପୋଲିସ ଜୀବନକୁ ବାଜି ଲଗାଇ ଦିନ ରାତି ଖୋଜୁଥିବା ବେଳେ ଗତକାଲି ସନ୍ଧ୍ୟା ସମୟରେ ସେହି ଲୁଟେରା ଆସାମୀ ମାନଙ୍କୁ ଖସାଇ ସେହି ଅଞ୍ଚଳ ରୁ ଅନ୍ୟ ଆଡେ ନେଇ ଯିବା ପାଇଁ ଗୋଟିଏ ସୁଇଫ୍ଟ ଡିଜାଇର କାର ଆସାମୀ ମାନେ ଲୁଚି ଥିବା ସ୍ଥାନରୁ ନେଇ ପଳାଇଯାଇଥିଲା। ଲୁଟେରା ଆସାମୀ ମାନଙ୍କୁ ଗୋଟିଏ କାରରେ ନେଇ ପଳାଇଥିବା ଖବର ପାଇ ପୋଲିସ ସେମାନଙ୍କ ର ପିଛା କରିଥିଲା । ରାତି ୧୦ ଟା ସମୟରେ ସେହି କାର ଟି କଳାହାଣ୍ଡି ଜିଲ୍ଲା  କେସିଙ୍ଗା ରାସ୍ତାରେ ଯାଉଥିବା ଖବର ପାଇ ପୋଲିସ ଗାଡି ଟିକୁ ଅଟକାଇ ବା ପାଇଁ କେସିଙ୍ଗା ଥାନା କୁ ଖବର ଦେଇଥିଲେ । ସେହି କାର ଟିକୁ କେସିଙ୍ଗା ପୋଲିସ ଅଟକାଇ ପରେ କନ୍ଧମାଳ ପୋଲିସ ସେଠାରେ ପହଞ୍ଚି ତନଖି କରିବାରୁ ଗଞ୍ଜାମ ଜିଲ୍ଲା ଆସ୍କା ଥାନା ଅନ୍ତର୍ଗତ ପକାଲା ପାଲି ଗ୍ରାମର ରାଜିକା ଙ୍କ ପୁଅ ଏ. କିଶ୍ୱର ଅରଫ ଏ. ଶ୍ରୀକାନ୍ତ ଏବଂ ସେହି ଆସ୍କା ଥାନା ଅଞ୍ଚଳ ର ଆଇ ବି କ୍ୟାମ୍ପ ଗ୍ରାମର ପାଣ୍ଡୁ ଙ୍କର ପୁଅ ଏ.ହରି ଅରଫ ଏଙ୍କେଟେଷ୍ଟ ଦୁଇ ଜଣ ଟଙ୍କା ଲୁଟେରା ଙ୍କୁ ଧରିବା ସହ ସେମାନଙ୍କ ଠାରୁ ସେହି ୧୭ ଲକ୍ଷ ୫୦ ହଜାର ୫୦ ଟଙ୍କା ୭ ଟି ମୋବାଇଲ ,ଗୋଟିଏ ଘଣ୍ଟା,ଦୁଇ ଟି ଗାଡି ର ଡିକି ଭାଙ୍ଗିବା ମାଷ୍ଟର କି ଜବତ କରିଥିଲା ଏବଂ ଏହି ଲୁଟେରା ମାନଙ୍କୁ ଗୋଛାପଡା ଅଞ୍ଚଳ ରୁ ଫେରାର କରିଥିବା ୪ ଜଣ ଦୁଇ ଜଣ ମହିଳା ଓ ଦୁଇ ଜଣ ପୁରୁଷ ଙ୍କୁ ମଧ୍ୟ ପୋଲିସ ଧରିବାରେ ସକ୍ଷମ ହୋଇଛି। ଏହି ୪ ଜଣ ହେଲେ ସେହି ଗଞ୍ଜାମ ଜିଲ୍ଲାର ଆସ୍କା ଅଞ୍ଚଳର ସେହି ପାକଲା ପଲି ଗ୍ରାମ ର ଏମ . ରାଜୁ ର ପତ୍ନୀ ମିଲି ଅରଫ ନୀଳା, ବିଶ୍ୱନାଥ ଦାସ ର ପତ୍ନୀ ସରସ୍ୱତୀ ଓରଫ ସାରସ ଦାସ , ସେହି ସୁଇଫ୍ଟ ଡିଜାଇର କାର ଗାଡି ର ଡ୍ରାଇଭର ସେହି ଆଇ ବି କ୍ୟାମ୍ପ ଗ୍ରାମର ବିପ୍ର ଗୌଡ଼ ଙ୍କର ପୁଅ ଲିଟୁ ଗୌଡ଼ ଏବଂ ଏମ. ସୁବାଷ ଙ୍କର ପୁଅ ଏମ . ପାଣ୍ଡୁ ଏହି ଅନ୍ୟ ଆସାମୀ ମାନଙ୍କୁ ମଧ୍ୟ ପୋଲିସ କାବୁ କରିଥିଲା। ଏହି ଲୁଟେରା ଦୁଇ ଜଣ ଏହି ସହଯୋଗୀ ୪ ଜଣ ଙ୍କ ନାମରେ ଫୁଲବାଣୀ ଟାଉନ ଥାନା କେସ ନଂ ୮୯/୨୦୨୩ ଦଫା ୩୯୪,୩୪ ଆଇ ପି ସି ଏକ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଆଜି ଫୁଲବାଣୀ ଟାଉନ ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କନ୍ଧମାଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ କୁମାର ପାତ୍ର ଗଣମାଧ୍ୟମ ରେ ସୂଚନା ଦେଇଥିବା ବେଳେ ଏସ ପି ଶ୍ରୀ ପାତ୍ର ନିଜେ ସୁପର ଭିଜନ ଅଧିକାରୀ ଭାବେ ଏହି ଘଟଣା ର ଦାୟିତ୍ବ ନେଇଥିବା ବେଳେ ତଦନ୍ତ ଅଧିକାରୀ ଭାବେ ଫୁଲବାଣୀ ଏସ ଡି ପିଓ ସୁପ୍ରଶ୍ନ ମଲ୍ଲିକ ଦାୟିତ୍ୱ ନେଇଥିଲେ। ଏହି ଦୁଇ ଲୁଟେରା ଆସାମୀ ମାନଙ୍କ ନାମରେ ପୁରୀ,ନୟାଗଡ଼, ଭଦ୍ରକ, ସମ୍ବଲପୁର ଜିଲ୍ଲା ମାନଙ୍କରେ ଏପରି ଲୁଟ କେସ ରହିଛି। ତତ ସହିତ ଫୁଲବାଣୀ ଟାଉନ ଥାନା ଅଧିକାରୀ ଅଶୋକ ଗିରି,ସବ ଇନିସ୍ପେକ୍ଟର ଦୀପକ କୁମାର ଦଳେଇ ସରୋଜ କୁମାର ସାହୁ ଏବଂ ଥାନା ଷ୍ଟାଫ , ଗୋଛାପଡା ଥାନା ଅଧିକାରୀ ରଞ୍ଜିତ କୁମାର ମୁନୀ ଏବଂ ଥାନାଷ୍ଟାଫ ଙ୍କର ଦିନ ରାତି ଅକ୍ଲାନ୍ତ ଉଦ୍ୟମ ଯୋଗୁ ବୌଦ୍ଧ,ଏବଂ ଖଜୁରୀ ଗ୍ରାମ ବାସୀ ବଲାଙ୍ଗୀର, କେସିଙ୍ଗିଆ ଥାନା ପୋଲିସ ସହାର୍ଯ୍ୟ ଯୋଗୁଁ ପୋଲିସ ଗୋଟିଏ ହାର୍ଡ ଖୋର ଲୁଟେରା ଗ୍ୟାଙ୍ଗ ଙ୍କୁ କମ ସମୟ ୩୬ ମଧ୍ୟରେ ଧରିବା ରେ ସଫଳ ହୋଇ ପାରିଛି ବୋଲି ଏସ ପି ଶୁଭେନ୍ଦୁ ପାତ୍ର ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମ କୁ ସୂଚନା ଦେଇଥିଲେ।

ଫୁଲବାଣୀ ରୁ ବୈଦ୍ୟ ନାଥ ନାୟକ ଙ୍କ ରିପୋର୍ଟ 

Related posts

୨୮ କେଜି ଗଞ୍ଜେଇ ଜବତ ଜଣେ ଗିରଫ 

Sunil Chandra Nayak

ଜମି ବିବାଦ କୁ ନେଇ ଫୁଟିଲା ଗୁଳି

Sunil Chandra Nayak

ଖଣି ବ୍ୟବସାୟୀ ନିରାକାର ହତ୍ୟା ଘଟଣା ,  ଆଉ ଜଣେ ଅଭିଯୁକ୍ତ ଙ୍କୁ କୋର୍ଟଚାଲାଣ କଲା ପୋଲିସ

masiha

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort