ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ରାହ୍ମଣ ମହାସଙ୍ଘ ପକ୍ଷରୁ ଉଡ଼ା ଯାତ୍ରାରେ ଦହି ସର୍ବତ ବଣ୍ଟନ 

 ମୟୂରଭଞ୍ଜ- ୧୪/୪ (ମସିହା)ଓଡିଶା ବ୍ରାହ୍ମଣ ମହାସଙ୍ଘ ରାଇରଙ୍ଗପୁର ଶାଖାର ସଭାପତି ଅଧ୍ୟାପକ ଗଣେଶ ମିଶ୍ରଙ୍କ ଅଧ୍ୟକ୍ଷତାରେ ରାଇରଙ୍ଗପୁରର ଶ୍ରୀ ଶ୍ରୀ ଏ ସ୍ୱଇଁ ଐସୈନେଶ୍ୱର ମହାଦେବ ମନ୍ଦିର ସମ୍ମୁଖରେ ଉଡ଼ା ଯାତ୍ରା ଉପଲକ୍ଷେ ଦହି ସର୍ବତ ବଣ୍ଟନ କରାଯାଇଛିI ଶତାଧିକ ଶ୍ରଦ୍ଧାଳୁ ଯେପରି ପଣା ପିଇ ଆତ୍ମ ସନ୍ତୋଷ ପ୍ରାପ୍ତି ହେଉଥିଲା ଭଳି ଜଣା ପଡୁଥିଲାI 

ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଶତାଧିକ ଲୋକଙ୍କୁ ବେଲ ପଣା, ସର୍ବତ ବଣ୍ଟନ କରାଯିବାକୁ ସାଧାରଣରେ ପ୍ରଶଂସା ମଧ୍ୟ କରାଯାଉଛି Iଉକ୍ତ ବଣ୍ଟନ କାର୍ଯ୍ୟକ୍ରମରେ ସଂଘର ସମ୍ପାଦକ ସୁଶାନ୍ତ କୁମାର ଶର୍ମା, କୋଷାଧକ୍ଷ ନୃସିଂହ ଚରଣ ଦାଶ,ଉପଦେଷ୍ଟା ତରୁଣ କୁମାର ନନ୍ଦ, ଈଶ୍ୱର ପ୍ରହରାଜ, ବରିଷ୍ଠ ସଦସ୍ୟ ରବିନାରାୟଣ ହୋତା, ଅର୍ଦ୍ଧନ୍ଦୁ ଶେଖର ରଥ, ଶଶିର କୁମାର ପଣ୍ଡା, ସମୀର କୁମାର ଦାଶ,ଧୁଳିଆ ନନା,ବସନ୍ତ କୁମାର ପାଣି,ଜନରଞ୍ଜନ ଦାଶ, ବିମଳେନ୍ଦୁ ମିଶ୍ର, ମାନସ କୁମାର ମିଶ୍ର, ସତ୍ୟବ୍ରତ ଦାଶ, ହେମନ୍ତ ଶତପଥୀ, ସୁମନ୍ତ କୁମାର ମିଶ୍ର, ଆଦିତ୍ୟ ଦାଶ, ଜୟନ୍ତ ଦାଶ,ଅଳକା ରଥ,ସାବିତ୍ରୀ ନନ୍ଦ, ଶ୍ରୀ ନିବାସ ପତି, ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳତା କରିଥିଲେ l

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଗୋଲାପ ଫୁଲ ଦେଇ ସଡକ ସୁରକ୍ଷା ସଚେତନତା

masiha

ରାଉରକେଲାରେ ମହରମ୍ ଶୋଭାଯାତ୍ରା : ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ଯାପକ ପୋଲିସ୍ ମୁତୟନ

Sunil Chandra Nayak

ଅବସରପ୍ରାପ୍ତ କର୍ମଚାରୀ ସଂଘର ବାର୍ଷିକ ବଂଧୁ ମିଳନ

Sunil Chandra Nayak

Leave a Comment

error: Content is protected !!