ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋଲାମୁଣ୍ଡା ଠାରେ ନିଖିଳ ଓଡିଶା ଏମଡିଏମ ପାଚିକା ଓ ସହାୟିକା ସଙ୍ଘ ର ବୈଠକ

ଗୋଲାମୁଣ୍ଡା 16/04(ମସିହା )ସରକାରୀ ବିଦ୍ୟାଳୟ ମାନଙ୍କରେ ମଧ୍ୟାହ୍ନ ଭୋଜନ ଯୋଜନା ଭଳି ପାଇଲଟ ପ୍ରୋଜେକ୍ଟକୁ ସଫଳ କରିବା ପାଇଁ ପାଚିକା ସହାୟିକା ମାନେ ଦୀର୍ଘ ଦୁଇ ଦଶନ୍ଧିରୁ ଉର୍ଦ୍ଧ ସମୟ ଧରି ବିନା ଛୁଟି ରେ ବହୁ ଅସୁବିଧା ମଧ୍ୟରେ ଅକ୍ଲାନ୍ତ ପରିଶ୍ରମ କରି ମଧ୍ୟାହ୍ନ ଭୋଜନ କାମ କରିବା ସହ ସେମାନଙ୍କୁ ବିଦ୍ୟାଳୟର ଅନ୍ୟାନ୍ୟ କାମ କରିବାକୁ ବାଧ୍ୟ କରାଯାଉଛି. AITUC ସହ ରହି ଦରମା ବୃଦ୍ଧି, ବକେୟା ଦରମା ପ୍ରଦାନ, ସ୍ଥାୟୀ ନିଯୁକ୍ତି ଭଳି ବିଭିନ୍ନ ଦାବୀ ନେଇ ଆଜିକାର ବୈଠକ ରେ ଆଲୋଚନା କରାଯାଇଥିଲା. କାର୍ଯ୍ୟକ୍ରମ ରେ ରାଜ୍ୟ ଉପସଭାପତି ଅକ୍ଷୟ କୁମାର ମେହେର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଜିଲ୍ଲା ସଭାପତି ଅବନ୍ତୀ ଦଣ୍ଡସେନା, ସମ୍ପାଦିକା ପାର୍ବତୀ ଗହୀର, ଜୁନାଗଡ଼ ବ୍ଲକ ସଭାପତି ବବିତା ଖର୍ସେଲ ,କୋକସରା ବ୍ଲକ ସଭାପତି ହେମ ନାଏକ, ସମ୍ପାଦିକା ସେବତୀ ତାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ।

ଢଗ ନାଏକ ଙ୍କ ରିପୋର୍ଟ୍ 

Related posts

ଧର୍ମଗଡ ଶକ୍ତି ସଦନ ଠାରେ ଆନ୍ତର୍ଜାତୀୟ ଯୋଗ ଦିବସ

masiha

ଅଟୋ ଓ ବାଇକ୍ ମୁହାଁମୁହିଁ ଧକ୍କା ,  ଘଟଣା ସ୍ଥଳରେ ଯୁବତୀ ମୃତ୍ୟୁ ଓ ଦୁଇ ଜଣ ଗୁରୁତର, ଘଟଣା ସ୍ଥଳରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଓ ପୂର୍ବତନ ବିଧାୟକ କୈଳାଶ କୁଲେସିକା ଜଣେ ଗୁରୁତର ଙ୍କୁ ନିଜ ଆମ୍ବୁଲାନ୍ସ ଆଣି  କୋରାପୁଟ ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ କେନ୍ଦ୍ର ପଠାଇଲେ     

Sunil Chandra Nayak

ରମ୍ଭା ଗାୟତ୍ରୀ ଶକ୍ତିପୀଠରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ସଂଗ୍ରାମୀ ସ୍ମାରକୀ ପୀଠର ସାଧାରଣ ବୈଠକ

masiha

Leave a Comment

error: Content is protected !!