ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଦାମପାହାଡ ଥାନା ପକ୍ଷରୁ ଜଳ ଛତ୍ର ଆରମ୍ଭ

 ମୟୂରଭଞ୍ଜ -୧୫/୪ (ମସିହା) ବାଦାମପାହାଡ ଥାନା ତରଫରୁ ପଣା ସଂକ୍ରାନ୍ତି ଉପଲକ୍ଷେ ଜଳ ଛତ୍ର ଆରମ୍ଭ କରାଯାଇଛି। ବାଦାମ ପାହାଡ଼ ଥାନା ଅଧିକାରିଣୀ ଶ୍ରୀମତୀ ଅମ୍ବିକା ପ୍ରସାଦ ଦାସଙ୍କ ତତ୍ବାବଧାନରେ ବାଦାମ ପାହାଡ଼ ଥାନା ପକ୍ଷରୁ ଜଳ ଛତ୍ର ଆରମ୍ଭ ହୋଇଯାଇଛି । ତାଙ୍କ ସହିତ ଏ ଏସ ଆଇ ବିଚିତ୍ରାନନ୍ଦ ନାଏକ, ଗୋବିନ୍ଦ ବେହେରା, ଘାସିରାମ ମହାନ୍ତ ସମସ୍ତ ପୋଲିସ କର୍ମଚାରୀ ଯୋଗ ଦେଇଥିଲେ। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ଯୋଗୁଁ ଜନସାଧାରଣଙ୍କ ହିତ ପାଇଁ ବାଦାମପାହାଡ ପୋଲିସ ପକ୍ଷରୁ ଏହି ଜନହିତ କାର୍ଯ୍ୟ ଆରମ୍ଭ କରାଯାଇଛି।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଘର ପୋଡି ସୁବୁକିଛି ପାଉଁଶ ହୋଇଯାଇଛି

Sunil Chandra Nayak

ବ୍ଲକସ୍ତରୀୟ ସାଂସ୍କୃତିକ ପ୍ରତିଯୋଗୀତା ଅନୁଷ୍ଠିତ

masiha

ଥୁଆମୁଳ ରାମପୁର ବ୍ଳକ ଡ୍ରାଇଭର ସଂଘ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନ

Sunil Chandra Nayak

Leave a Comment

error: Content is protected !!