ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମେଳାପି ମହିଳାଙ୍କ ୭୫ବର୍ଷରେ ଦେହାନ୍ତ

ଡାବୁଗାଁ, 17/4 (ମ. ନି. ସ.) – ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଡଙ୍ଗରିଗୁଡା ବୟୋଜେଷ୍ଠ ମେଳାପି ଅବସରପ୍ରାପ୍ତଶିକ୍ଷକ କାଶିନାଥ ତ୍ରିପାଠୀଙ୍କ ସହ ଧର୍ମିଣୀ ରଜେଶ୍ଵରୀ ମହାପାତ୍ର ୭୫ ବର୍ଷରେ ତାଙ୍କ ପରିବାରକୁ ଛାଡି ସବୁଦିନ ପାଇଁ ସମସ୍ତଙ୍କୁ ଛାଡି ଚାଲିଗଲେ,ଜାହାକି ତା୧୬/୪/୨୦୨୩ ସନ୍ଧ୍ୟା ୬ଘଣ୍ଟା ସମୟ ଥିଲା।ତାଙ୍କ ବାସଭବନରୁ ସେହି ମହିୟସୀ ମେଳାପି ମହିଳାଙ୍କ ପାର୍ଥିବ ଶରୀରକୁ ଡାବୁଗାଁ ଶ୍ମଶାନରେ ପଞ୍ଚଭୂତରେ ଲିନ କରାଯାଇଥିଲା ତାଙ୍କ ପରିବାର ପରିଜନଙ୍କ ସହଜୋଗରେ।ତାଙ୍କ ଦେହାନ୍ତ ସମୟରେ ପୁଅ ,ବୋହୁ, ଝିଅ, ଜ୍ଵାଇଁ,ସ୍ଵାମୀ ପରିବାର ପରିଜନ ଉପସ୍ଥିତ ଥିଲେ।ଏପରି ମହିୟସୀ ମହିଳାଙ୍କ ମ୍ରୁତ୍ୟୁରେ ଡାବୁଗାଁ ରେ ଶୋକର ଛାୟା ଖେଳି ଜାଇଛି ।ସେ ଏକାଧାରରେ ଇଶ୍ଵରପ୍ରେମୀ, ମେଳାପି ରହି ସମସ୍ତଙ୍କୁ ତାଙ୍କ ଭଲପାଇବାରେ ବାନ୍ଧି ରଖି ଥିଲେ।ଜନ୍ମ ହେଲେ ମ୍ରୁତ୍ୟୁ ସୁନିଶ୍ଚିତ,ଏଣୁ ସେହି ମହିୟସୀ ମହିଳାଙ୍କ ଆତ୍ମାର ସଦଗତି ହେଉ,ଜଗତରନାଥ ଶ୍ରୀ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା ଜଣାଇବା ସହ ପରିବାରକୁ ସାହାସ ଓ ଧୈଜ୍ୟ ପ୍ରଦାନ କରନ୍ତୁ ଏହାହିଁ କାମନା କରିଛନ୍ତି ତାଙ୍କ ଶୁଭେଚ୍ଛୁଗଣ।

ଡାବୁଗାଁ ରୁ ପ୍ରଜ୍ଞା ରଞ୍ଜନ ପରିଡା ଙ୍କ ରିପୋର୍ଟ

Related posts

ନୂଆଗାଁ ଗ୍ରାମରେ ହାତୀ ଆତଙ୍କ

masiha

କିଟ୍‍ ଓ କିସ୍‍ ର ରୌପ୍ୟ ଜୟନ୍ତୀ ପାଳନ , ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା  ମିନି ମାରାଥନ୍‍ ଅନୁଷ୍ଠିତ

Sunil Chandra Nayak

ବାଇକ ଦୁର୍ଘଟଣାରେ ମହିଳା ଆହତ, ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି

masiha

Leave a Comment

error: Content is protected !!