ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ବୃନ୍ଦାବନପୁର ରଥଯାତ୍ରା ପାଇଁ ରଥକାଠ ଅନୁକୂଳ ପୂଜା

ଢେ଼ଙ୍କାନାଳ(,ମ ସୀ ହା)୨୩/୦୪_ପବିତ୍ର ଅକ୍ଷୟ ତୃତୀୟା ଅବସରରେ ତ୍ରୟୋଦଶ ତମ ରଥଯାତ୍ରା ପାଇଁ ରଥଯାତ୍ରା କମିଟି, ତରଫରୁ ଓଡ଼ାପଡ଼ା ବ୍ଲକ୍ ଅନ୍ତର୍ଗତ ଘଟିପିରିଠାରେ ଆଜି ଶ୍ରୀଜୀୟୁଙ୍କ ରଥକାଠ ଅନୁକୂଳ ପୂଜା ସୂଚାରୁ ରୂପେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କମିଟି ତରଫରୁ ଦ୍ୱାରକା ପ୍ରସାଦ ରାଉତ,ବିଜୟ କୁମାର ସାହୁ, ପ୍ରକାଶ କୁମାର ସାହି, ସୁବର୍ଣ ମୋହନ ବର,ରମେଶ ଚନ୍ଦ୍ର ପଣ୍ଡା, ବେଣୁଧର ସାହୁ, ଗଣେଶ୍ୱର ସାହୁ ପ୍ରମୁଖଙ୍କ ସହିତ ଅନେକ ଭକ୍ତ ଯୋଗ ଦେଇଥିଲେ।ସ୍ଥାନୀୟ ପଣ୍ଡିତ ସୁଧାକର ଦାସ ଓ ସାଥିଙ୍କ ଦ୍ୱାରା ପୂଜା ଓ ହୋମ ସମ୍ପର୍ଣ୍ଣ କରାଯାଇଥିଲା।

ଢେ଼ଙ୍କାନାଳରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ମାଁ ଗଜଲକ୍ଷ୍ମୀ ପୂଜା ପାଇଁ କଳସ ଯାତ୍ରା 

Sunil Chandra Nayak

ଶ୍ରାବଣ  ର ପ୍ରଥମ ସୋମବାର ରେ ଚଳଚଞ୍ଚଳ ଶୈବପୀଠ : ଖାତିଗୁଡା ବୋଲ ବମ ମହାସଂଘ ଆନୁକୂଲ୍ୟରେ କପୁର ସ୍ଥିତ ଶିବ ମନ୍ଦିର ଜଳ ଅଭିଷେକ

Sunil Chandra Nayak

ମା” ଠାକୁରାଣୀ ଙ୍କ କଳସ ଯାତ୍ରା ଶେଷ

Sunil Chandra Nayak

Leave a Comment

error: Content is protected !!