ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉତ୍କଳ ଗୌବର ମଧୁବାବୁଙ୍କ  ଜୟନ୍ତୀ ତଥା ଓକିଲ ଦିବସ ପାଳିତ

ଥୁଆମୂଳ ରାମପୁର:୨୮/୦୪ – (ମନିସ):- ଥୁଆମୂଳ ରାମପୁର ବ୍ଳକ ସ୍ଥିତ ଜେଏମଏଫସି କୋର୍ଟର ଓକିଲ ସଂଘ ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମ ଜୟନ୍ତୀ ତଥା ଆଇନ ଦିବସ ଆଜି କୋର୍ଟ ପରିସରେ ପାଳିତ ହୋଇଯାଇଛି। ପ୍ରଥମେ ମଧୁସୂଦନ ଦାସଙ୍କ ଫଟୋଚିତ୍ର ରେ ପୁଷ୍ପମାଳ୍ଯା ଅର୍ପଣ କରାଯାଇଥିଲା। ଏଥିରେ ଓକିଲ ସଂଘର ସଭାପତି ଶ୍ରୀ ସୁଶିଲ କୁମାର ରାଉତ ସମେତ୍ ଶ୍ରୀକାନ୍ତ ବେମାଲ, ଲୋକନାଥ ନାଗ,ଚନ୍ଦ୍ର ବିହାରୀ, ସମ୍ପାଦକ ମନୋରଞ୍ଜନ ନାଏକ, ପ୍ରିୟଙ୍କା ମାଝୀ ପ୍ରମୁଖ ଉପସ୍ଥିତ ରହି ମଧୁ ବାବୁଙ୍କ ଜୀବନୀ ଉପରେ ନିଜ ନିଜ ବକ୍ତବ୍ୟ ରଖିଥିଲେ।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ଉଦଯାପିତ ହେଲା ବ୍ଲକ ସ୍ତରୀୟ ଗୁଡହାଣ୍ଡି ଉତ୍ସଵ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ ଝୁମିଲେ ଦର୍ଶକ

masiha

ସହକାରୀ ଜିଲ୍ଲାପାଳ ସାଜିଲେ ଶିକ୍ଷକ: ବିଦ୍ୟାଳୟ ରେ ପଢ଼ାଇଲେ ପାଠ

masiha

ରାଇରଙ୍ଗପୁର ରାଜୀବଗାନ୍ଧୀ ସଭାଗୃହରେ ଶିଳ୍ପ ସଂଵେଦୀକରଣ ଶିବିର 

masiha

Leave a Comment

error: Content is protected !!