ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଗଞ୍ଜେଇ ଜବତ ଦୁଇ ଗିରଫ

କାମାକ୍ଷାନଗର (ମ ନି ସ)1/5/23 //ଅବକାରି ବିଭାଗର ବଡ ସଫଳତା। ଭୂବନ ସ୍ଥିତ ନୂଆ ଭୂବନରେ ଚଢାଉ କରି ୨କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି ଅବକାରି ବିଭାଗ।ଏଥିରେ ସଂପୃକ୍ତ ୨ଜଣଙ୍କୁ ଗିରଫ କରାଯାଇଛି।ଅବକାରି ବିଭାଗ କହିବା ଅନୁସାରେ ଭୂବନ ଅଞ୍ଚଳରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ଏକ ବିଶେଷ ସୂତ୍ରରୁ ଖବର ପାଇ ଉଭୟ କାମାକ୍ଷାନଗର ଓ ଭୂବନ ଅବକାରି ବିଭାଗ ଚଢାଉ କରାଯାଈଥିଲା।ଏକ ପରିତକ୍ତ କାଠଗୋଲାରେ ଏହି ଗଞ୍ଜେଇ ସବୁ ଥିଲା।ଏଠାରେ ରଖାଯାଇ ଭୂବନ ସମେତ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ପଠାଯାଇଥାଏ।ଜିଲ୍ଲା ଅବକାରି ଅଧିକ୍ଷକ ପ୍ରଦିପ ପାଣିଗ୍ରାହୀଙ୍କ ନିର୍ଦେଶ କ୍ରମେ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଚଢାଊ କରାଯାଉଛି।ଜିଲ୍ଲାରୁ ବେଆଇନ ମଦ,ଗଞ୍ଜେଇ,ବ୍ରାଊନଶୁଗାର ଆଦିରେ ରୋକ ଲଗାଇବା ପାଇଁ ଚଢାଉ ଜାରି ରହିଛି।ଗିରଫ ଦ୍ବୟ ହେଲେ ଭୂବନର ସତ୍ୟାନନ୍ଦ ସାହୁ ଓ ଅଜୟ ସାହୁ।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଗ୍ରାହକ ସେବାକେନ୍ଦ୍ରରୁ ବନ୍ଧୁକ ମୁନରେ ୫୦ ହଜାର ଟଙ୍କା ଲୁଟ୍ 2- ଟ୍ରକର ପଛକୁ ଧକ୍କା ଦେଲା ଡ଼ମ୍ଫର , ଚାଳକ ଗୁରୁତର

masiha

ଜୁଆଖେଳ କୁ ବିରୋଧ କରି ସୈନିକ ଙ୍କୁ ସଂଘବଦ୍ଧ ଆକ୍ରମଣ ଘଟଣା ,ତିନି ଅଭିଯୁକ୍ତ ଦୋଷୀ ସାବ୍ଯସ୍ତ 

masiha

ତିରିଂ ତହସିଲ ! ରାମବେଡା ନଦୀଘାଟରୁ ପଡୋଶୀ ଝାଡଖଣ୍ଡକୁ ଦିନରାତି ବେଧଡକ ଚୋରା ବାଲି ଚାଲାଣ ନେଇ ଗ୍ରାମବାସୀଙ୍କ ଉପଜିଲ୍ଲାପାଳଙ୍କ ଦ୍ବାରସ୍ଥ

Leave a Comment

error: Content is protected !!