ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଭବାନୀ ପାଟଣା – ବସ ଧକ୍କା ରେ ଯୁବକ ମୃତ

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ଜେଲ ଛକ ନିକଟରେ ଘୋରୋଇ ବସ ଧକ୍କା ରେ ଯୁବକଙ୍କ ଘଟଣା ସ୍ଥଳରେ ମୃତ। ସୂଚନା ଅନୁଯାୟୀ ନବରଙ୍ଗପୁର ରୁ ଭବାନୀପାଟଣା କୁ ଆସୁଥିବା ଘରୋଇ ଗୁପ୍ତା ବସ ଟି ସାମ୍ନାପଟୁ ଆସୁଥିବା ଏକ ବାଇକ୍ କୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ହିଁ ଯୁବକଙ୍କ ମୃତ୍ୟ ହୋଇଥିବା ବେଳେ ମୃତ ଯୁବକ ଜଣକ ସଦର ଥାନା ଅନ୍ତର୍ଗତ ରିଶ୍ ଗାଁ ର କାହ୍ନୁ ନାଏକ ବୋଲି ଜଣାପଡିଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବସ ଟିକୁ ଜବତ କରିବା ସହ ଡ୍ରାଇଭର କୁ ଅଟକ ରଖିଥିବା ବେଳେ ଘଟଣା ସ୍ଥଳରେ ଉତେଜନା ଦେଖା ଦେଇଛି।

ମସିହା ନିୟୁଜ ସର୍ଭିସ୍ 

Related posts

ଜଣେ ବ୍ଯକ୍ତି ବେକରେ ଗାମୁଛା ଦେଇ ଆତ୍ମହତ୍ୟା 

masiha

ଯୁବତୀ ଜଣକ ଦୌଡ଼ି ଦେଇ ଆତ୍ମହତ୍ୟା

masiha

ଗଞ୍ଜେଇ ଚାଲାଣ ଅଭିଯୋଗରେ ୩ ଜଣ ଗିରଫ

Leave a Comment

error: Content is protected !!