ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ମା ତାରିଣୀଙ୍କ କଳସ ଯାତରା ଅନୁଷ୍ଟିତ

ବନ୍ଧୁଗାଁ ତା,୫:୫:୨୩, ଆସିଯାଇଛି ଗାଁ ଠାକୁରାଣୀ ଓ ଘୋରଇ ଠାକୁରାଣୀଙ୍କ ପର୍ବ I ଦିନକୁ ଦିନ ସମସ୍ତ  ଗାଁ ମାନଙ୍କରେ ବର୍ଷକୁ ଥରେ ଲେଖାଏଁ ଦେବ ଦେବୀଙ୍କୁ ପୂଜାର୍ଚ୍ଚନା କରି ବଡ଼ ଆଡ଼ମ୍ବରରେ ପାଳନ କରି ଥିବାର ଦେଖିବାକୁ ମିଳିଛି I କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଅନ୍ତର୍ଗତ ବୁର୍ଗୁପୁଟ ଗ୍ରାମର ମା ତାରିଣୀ ଙ୍କ ଯାତ୍ରା ତଥା କଳସ ଯାତ୍ରାରେ ଯୋଗଦେଲେ ସ୍ୱାଧୀନତା ସଂଗ୍ରାମୀ ସ୍ବର୍ଗତ ଡମ୍ବୁ ଖରାଙ୍କ ପୁତ୍ର ତଥା ସମାଜସେବୀ ବିଶ୍ୱନାଥ ଖରା । ଉକ୍ତ ଗାଁରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମା ତାରିଣୀଙ୍କର ପୀଠରେ ମାଁ ଙ୍କର ପୂଜାର୍ଚ୍ଚନା କରିବା ସହିତ ମାଁ ଙ୍କର କଳସ ଯାତ୍ରା କରାଯାଇଥିଲା ଓ ଏହି ଯାତ୍ରାରେ ଶ୍ରଦ୍ଧାଳୁ ଙ୍କ ଭିଡ଼ ଜମିବା ସହ ମନରଞ୍ଜନ ନିମନ୍ତେ ଯାତ୍ରା କମିଟି ଦ୍ୱାରା ମହା ଆଡମ୍ବରରେ ସାମାଜିକ ନାଟକ ଓ ଅନ୍ୟାନ୍ୟ ମନରଞ୍ଜନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ ।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

ରାଇରଙ୍ଗପୁର ଐତିହାସିକ ବାବା ଐଶ୍ବାନେଶ୍ବର ଉଡାପର୍ବରେ ୫୦ ହଜାରରୁ ଉର୍ଦ୍ଧ୍ବ ସମାଗମ,ହର ହର ମହାଦେବ ପ୍ରକମ୍ପିତ 

Sunil Chandra Nayak

ଆଜି ମହା ଶିବ ରାତ୍ରି: ପାରଦେଶ୍ୱର ଙ୍କ ଦର୍ଶନ ରେ ରହିଛି ସ୍ୱତନ୍ତ୍ର ମହିମା

Sunil Chandra Nayak

ମା କାଳୀ ମନ୍ଦିର ପ୍ରତିଷ୍ଠା 

Sunil Chandra Nayak

Leave a Comment

error: Content is protected !!