ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଗୀତାଜ୍ଞାନ ଯଜ୍ଞ , ଶ୍ରୀମଦ୍ ଭାଗବତ ପରିଷଦ ଢେଙ୍କାନାଳ ଆନୁକୂଲ୍ୟରେ ଭଗବତ ଗୀତା ଫଚଦଶ ଆଧାୟର ତାତ୍ଵିକ ପ୍ରବଚନ

ଢେଙ୍କାନାଳ, ତା.୨୦.୦୪.୨୦୨୩ରିଖ : ଶ୍ରୀମଦ୍ ଭାଗବତ ପରିଷଦ ଆନୁକୂଲ୍ୟରେ ତଥା ଗୀତା ଆଶ୍ରମ ଭୂବନେଶ୍ବର ଆଚାର୍ଯ୍ୟ ପୂଜ୍ୟ ସାମିଜୀ ଜଗଦୀଶାନନ୍ଦ ସରସ୍ୱତୀଙ୍କ ଦ୍ବାରା ୧୫ଦଶ ଅଧ୍ୟାୟର ତତ୍ଵିକ ପ୍ରବଚନ ଦଧିବାମନ ଜୀଉ ଆଶ୍ରମ ପରିସରରେ ତା୨୦,୦୪, ୨୦୨୩ରିଖ ଠାରୁ ତା.୨୫.୦୪.୨୦୨୩ରିଖ ଶ୍ରୀ ଶ୍ରୀ ଶଙ୍କରାଚାର୍ଯ୍ୟଙ୍କ ଜୟନ୍ତୀ ତିଥିରେ ସଂଧ୍ୟାରେ ଉଦ୍‌ଯାପିତ ହେବ । ଆଲୋଚ୍ୟ ବିଷୟ ଈଶ୍ବରଙ୍କ ସ୍ୱରୂପ ଜୀବର ସ୍ଥିତି, ଗତି ଓ ମୁକ୍ତି ତଥା ଦୁଃଖପୂର୍ଣ୍ଣ ସଂସାର ଜୀବନରୁ ମୁକ୍ତିର ଉପାୟ । ଗୀତାପ୍ରେମୀ ଭକ୍ତ ଜନସାଧାରଣଙ୍କୁ ସାଦର ସ୍ଵାଗତ ଓ ନିମନ୍ତ୍ରଣ ଜଣାଇଛନ୍ତି ।

ଶୁଭମ୍ ପାଣି ଙ୍କ ରିପୋର୍ଟ 

Related posts

ଉଦିତନଗର ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆସନ୍ତା ୨୭ ରୁ ୩୦…..

masiha

କୁସୁମଖୁଣ୍ଟି ଠାରେ ଷୋହଳ ପ୍ରହର ନାମଯଜ୍ଞ ପାଇଁ କଳସଯାତ୍ରା

Sunil Chandra Nayak

ଆଜି ଅନୁଷ୍ଠିତ ହେବ ଶ୍ରୀଜୀଉଙ୍କ ବନକ ଲାଗି ନୀତି; ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

Sunil Chandra Nayak

Leave a Comment

error: Content is protected !!